ETV Bharat / bharat

କୋରୋନା କବଳରେ ଦିଲ୍ଲୀ ପୋଲିସ

author img

By

Published : Apr 8, 2020, 3:12 PM IST

ନୂଆଦିଲ୍ଲୀର ଟ୍ରାଫିକ୍ ପୋଲିସର ସହକାରୀ ସବ୍-ଇନ୍ସପେକ୍ଟର କୋରୋନା ପଜିଟିଭ୍ ଥିବା ଜଣାପଡିଛି।

Delhi police corona
ଦିଲ୍ଲୀ ପୋଲିସ କୋରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଡାକ୍ତରମାନେ କୋରୋନା ଆକ୍ରାନ୍ତ ହେଉଥିବା ବେଳେ ବର୍ତ୍ତମାନ ପୋଲିସ ମଧ୍ୟ କୋରୋନା କବଳରେ ଆସିଥିବା ଦେଖିବାକୁ ମିଳିଛି ।

ନୂଆଦିଲ୍ଲୀର ଟ୍ରାଫିକ୍ ପୋଲିସର ସହକାରୀ ସବ୍-ଇନ୍ସପେକ୍ଟର କୋରୋନା ପଜିଟିଭ୍ ଥିବା ଜଣାପଡିଛି। ବର୍ତ୍ତମାନ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ଏଥିସହ ତାଙ୍କ ପରିବାରକୁ ମଧ୍ୟ ଘରେ ରହିବାକୁ କୁହାଯାଇଛି। ତାଙ୍କ ଘରର ଚାରିପାଖକୁ ସମ୍ପୂର୍ଣ୍ଣ ସିଲ୍ କରାଯାଇଥିଲା ।

ସୂଚନା ଅନୁଯାୟୀ, ଗତ ସପ୍ତାହରେ ଏଏସଆଇ ଜ୍ୱର ହୋଇଥିଲା। ସେତେବେଳେ ତାଙ୍କର ପରୀକ୍ଷା କରାଯାଇଥିଲା। ଏହାପରେ ଗତ ମଙ୍ଗଳବାର ତାଙ୍କ ରିପୋର୍ଟ ଆସିଥିଲା । ​​ଯେଉଁଥିରେ ସେ କରୋନା ପଜେଟିଭ୍ ଥିବା ଜଣାପଡିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.