ETV Bharat / bharat

ଦିଲ୍ଲୀ ଦଙ୍ଗା: ସପ୍ଲିମେଣ୍ଟାରୀ ଚାର୍ଜସିଟ ଦାଖଲ କଲା ଦିଲ୍ଲୀ ପୋଲିସ

author img

By

Published : Sep 13, 2020, 12:57 AM IST

ଦିଲ୍ଲୀ ଦଙ୍ଗା ମାମଲାରେ ଷଡଯନ୍ତ୍ର ଘଟଣାରେ ଦିଲ୍ଲୀ ପୋଲିସ ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ ଦାଖଲ କରିଛି। ଏହି ଚାର୍ଜସିଟରେ ସିପିଏମ ନେତା ସୀତାରାମ ୟେଚୁରୀ, ସ୍ୱରାଜ ଅଭିଯାନ ନେତା ଯୋଗେନ୍ଦ୍ର ଯାଦବ, ଅର୍ଥନୀତିଜ୍ଞ ଜୟତି ଘୋଷ ଏବଂ ଚଳଚ୍ଚିତ୍ର ନିର୍ମାତା ରାହୁଲ ରାୟ ଏହି ଦଙ୍ଗାରେ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଛି। ଏହି ଚାର୍ଜସିଟ୍ ଦିଲ୍ଲୀର କର୍କାର୍ଡୋମା କୋର୍ଟରେ ଦାଖଲ କରାଯାଇଛି । ଅଧିକ ପଢନ୍ତୁ...

ଦିଲ୍ଲୀ ଦଙ୍ଗା: ସପ୍ଲିମେଣ୍ଟାରୀ ଚାର୍ଜସିଟ ଦାଖଲ କଲା ଦିଲ୍ଲୀ ପୋଲିସ
ଦିଲ୍ଲୀ ଦଙ୍ଗା: ସପ୍ଲିମେଣ୍ଟାରୀ ଚାର୍ଜସିଟ ଦାଖଲ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗା ମାମଲାରେ ଷଡଯନ୍ତ୍ର ଘଟଣାରେ ଦିଲ୍ଲୀ ପୋଲିସ ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ ଦାଖଲ କରିଛି । ଏହି ଚାର୍ଜସିଟରେ ସିପିଏମ ନେତା ସୀତାରାମ ୟେଚୁରୀ, ସ୍ୱରାଜ ଅଭିଯାନ ନେତା ଯୋଗେନ୍ଦ୍ର ଯାଦବ, ଅର୍ଥନୀତିଜ୍ଞ ଜୟତି ଘୋଷ ଏବଂ ଚଳଚ୍ଚିତ୍ର ନିର୍ମାତା ରାହୁଲ ରାୟ ଏହି ଦଙ୍ଗାରେ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଛି। ଏହି ଚାର୍ଜସିଟ୍ ଦିଲ୍ଲୀର କର୍କାର୍ଡୋମା କୋର୍ଟରେ ଦାଖଲ କରାଯାଇଛି।

ଦିଲ୍ଲୀ ପୋଲିସ ଚାର୍ଜସିଟରେ ଅଭିଯୋଗ କରିଛି ଯେ, ନାଗରିକତ୍ୱ ସଂଶୋଧନ ଆଇନକୁ ମୁସଲମାନ ବିରୋଧୀ ବୋଲି କହି ସରକାରଙ୍କ ଭାବମୂର୍ତ୍ତିକୁ ଅପବିତ୍ର କରିବା ପାଇଁ ଉଦ୍ୟମ କରାଯାଇଛି ।

ପୋଲିସର ସୂଚନାନୁସାରେ, ଏହି ମାମଲାରେ ଅଭିଯୁକ୍ତ ତିନିଜଣ ଅଭିଯୁକ୍ତ ଦେୱାନଙ୍ଗ କଳିତା, ନତାଶା ନରୱାଲ ଏବଂ ଗୁଲଫିଶା ଫାତିମା ଏହି ଅଭିଯୁକ୍ତଙ୍କ ନାମ ଉଲ୍ଲେଖ କରିଛନ୍ତି। ୟୁଏପିଏ ଅଧୀନରେ ପଞ୍ଜୀକୃତ ମାମଲାରେ ଏହି ତିନିଜଣ ଜେଲରେ ଅଛନ୍ତି । ଦିଲ୍ଲୀ ଦଙ୍ଗାରେ ଅତି କମରେ 53 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.