ETV Bharat / bharat

ନାକେଦମ କଲାଣି ଦିଲ୍ଲୀ ପ୍ରଦୂଷଣ, ଏବେ ବି ସ୍ଥିତି ଗମ୍ଭୀର

author img

By

Published : Nov 13, 2019, 9:00 AM IST

Updated : Nov 13, 2019, 10:28 AM IST

ଦିଲ୍ଲୀ ପ୍ରଦୂଷଣର ମାତ୍ରା ବଢିବାରେ ଲାଗିଛି । ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଦିଲ୍ଲୀରେ ମୋଟ ପ୍ରଦୂଷଣ ହାର 467 ରହିଥିଲା ।

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଗମ୍ଭୀର ପରିସ୍ଥିତିରେ ଦିଲ୍ଲୀ-ଏନସିଆରର ପ୍ରଦୂଷଣ । ପୃଥ୍ବୀ ବିଜ୍ଞାନ ମନ୍ତ୍ରଣାଳୟର ବାୟୁ ଗୁଣବତ୍ତା ନିଗରାନୀ ସେବ ସଫର ଅନୁସାରେ, ଦିଲ୍ଲୀରେ ମଙ୍ଗଳବାର ସନ୍ଧ୍ୟାରେ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ ରହିଥିଲା । ଦିଲ୍ଲୀରେ ଏକ୍ୟୁଆଇ ସନ୍ଧ୍ୟା ସୁଦ୍ଧା 467 ରହିଥିଲା ।

delhi polution update
ଦିଲ୍ଲୀସ୍ଥିତ ଓଭରବ୍ରିଜ ପ୍ରଦୂଷଣରେ ଲୁଚିଯାଇଛି

ଦିଲ୍ଲୀର ନୋଏଡା ଓ ଗୁରୁଗ୍ରାମରେ ମଧ୍ୟ ସ୍ଥିତି ସମାନ ରୂପରେ ଗମ୍ଭୀର ରହିଥିଲା । ନୋଏଡାରେ ପିଏମ 10 ପ୍ରାୟ 539 ରହିଥିବାବେଳେ ପିଏମ2.5ର ସ୍ତର 572 ରହିଥିଲା । ଗୁରୁଗ୍ରାମରେ ପିଏମ 10ର ସ୍ତର 407 ଥିବାବେଳେ ପିଏମ 2.5ର ସ୍ତର 511 ରହିଥିଲା ।

delhi polution update
ପ୍ରଦୂଷଣରେ ଲୁଚିଯାଇଛି ଅକ୍ସରାଧାମ୍

ଶୀତ ଋତୁ କାରଣରୁ ତାପମାତ୍ରା କମିଥାଏ ଓ କୋହଲା ପବନ ଦେଇଥାଏ । ଫଳରେ ସମସ୍ତ ପ୍ରଦୂଷଣ ଧୂଳିକଣା ମାଟି ସ୍ତରରେ ଜମା ହୋଇ ରହିଥାଏ । ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ ପାଣିପାଗ ବିଶେଷଜ୍ଞ କୁଲଦୀପ ଶ୍ରୀବାତ୍ସବଙ୍କ କହିବାନୁସାରେ ପବନର ଗତି କମ ଥିବାରୁ ପ୍ରଦୂଷଣ ବଢିଥାଏ ।

delhi polution update
କୁହୁଡି ପରି ଦିଶୁଛି ପ୍ରଦୂଷଣ ଧୂଳିକଣା

ଅନ୍ୟପଟେ ବୁଧବାର ସକାଳେ ଗାଜିଆବାଦରେ ପ୍ରଦୂଷଣ ସ୍ତର 471 ଥିବା ବେଳେ । ଗାଜିଆବାଦର ବସୁନ୍ଧରା ଅଞ୍ଚଳରେ ସର୍ବାଧିକ 478 ଏକ୍ୟୁଆଇ ରେକର୍ଡ କରାଯାଇଛି ।

ବସୁନ୍ଧରା- 478 ଦିଲ୍ଲୀ-456

ଇନ୍ଦିରାପୁରମ୍-463 ଗ୍ରେଟରନୋଏଡା-462

ସଞ୍ଜୟନଗର- 469 ଗୁରୁଗ୍ରାମ- 448

ଲୋନୀ- 475 ଗାଜିଆବାଦ-472

Intro:Body:

BLANK FOR LINK 

Conclusion:
Last Updated : Nov 13, 2019, 10:28 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.