ETV Bharat / bharat

ବର୍ଷାର ପଡିଲାନି ଫରକ, ଦିଲ୍ଲୀରେ ପୁଣି ଭୟଙ୍କର ବାୟୁ ପ୍ରଦୂଷଣ

ଦିନକୁ ଦିନ ବିଗିଡିବାରେ ଲାଗିଛି ରାଜଧାନୀ ଦିଲ୍ଲୀର ବାୟୁର ଗୁଣବତ୍ତା। ଦେଶର ଅନ୍ୟ ସହରମାନଙ୍କରେ ବାୟୁର ଗୁଣବତ୍ତା ଭଲ ରହିଥିବାବେଳେ କେବଳ ଦିଲ୍ଲୀ-ଏନସିଆରରେ ଏହାର ମାତ୍ରା ବହୁତ ଖରାପ ରହିଛି।

author img

By

Published : Mar 5, 2019, 6:41 AM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଦିନକୁ ଦିନ ବିଗିଡିବାରେ ଲାଗିଛି ରାଜଧାନୀ ଦିଲ୍ଲୀର ବାୟୁର ଗୁଣବତ୍ତା। ଦେଶର ଅନ୍ୟ ସହରମାନଙ୍କରେ ବାୟୁର ଗୁଣବତ୍ତା ଭଲ ରହିଥିବାବେଳେ କେବଳ ଦିଲ୍ଲୀ-ଏନସିଆରରେ ଏହାର ମାତ୍ରା ବହୁତ ଖରାପ ରହିଛି। ତେବେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବର୍ଷା ହେବାର ସମ୍ଭାବନ ସତ୍ତ୍ୱେ କିଛି ଫରକ ପଡିବ ନାହିଁ। କାରଣ ଏହି ପରିସ୍ଥିତିରେ ପୁଣିଥରେ ବାୟୁ ପ୍ରଦଷଣର ମାତ୍ରା ବଢିପାରେ।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କହିବାନୁଯାୟୀ, ଦେଶର ପ୍ରାୟ 95ଟି ସହରରେ ବାୟୁର ଗୁଣବତ୍ତା ସଠିକ ରହିଛି। ମାତ୍ର ଦିଲ୍ଲୀ ଏନସିଆରରେ ଏହାର ଦୃଶ୍ୟ ଓଲଟା। ଏଠାକାର ବାୟୁର ଗୁଣବତ୍ତା ବହୁତ ଖରାପ ସ୍ତରରେ ପହଞ୍ଚିସାରିଛି। ଯଦିଓ ପାଣିପାଗ ବିଭାଗର କହିବାନୁସାରେ ଆଗାମୀ ଦିନରେ ବର୍ଷା ହୁଏ, ତେବେ ବର୍ଷା ପରେ ବାୟୁ ପ୍ରଦୂଷଣର ମାତ୍ରା ଅଧିକ ବଢି ବଢି ଚାଲିବ।

ତେବେ ପୂର୍ବର ରେକର୍ଡ ଅନୁସାରେ, 24 ଘଣ୍ଟା ମଧ୍ୟରେ ଦିଲ୍ଲୀର ଏକ୍ୟୁଆଇ ସ୍ତର 217, ଗୁରୁଗ୍ରାମର 173, ଫରିଦାବାଦର ଏକ୍ୟୁଆଇ ସ୍ତର 189, ନୋଏଡାର 250, ଗ୍ରେଟର ନୋଏଡା ଏକ୍ୟୁଆଇ ସ୍ତର 239 ରହିଛି। ତେବେ ଏଠାରେ କହିରଖୁଛୁ, ଏହି ଏକ୍ୟୁଆଇର ମାନେ କଣ?

ସିପିସିବିର କହିବାନୁସାରେ, 0ରୁ 50 ସ୍ତର ଯାଏଁ ଭଲ ବାୟୁ, 51 ରୁ 100 ପ୍ରଦୂଷଣ ମୁକ୍ତ ବାୟୁ। ତେବେ ଏହା ପରକୁ ପର ସ୍ତର ବଢିଲେ ସେହି ମାତ୍ରାରେ ବାୟୁ କେତେ ପ୍ରଦୂଷଣ ହୋଇଛି ତାହା ଜଣାପଡିଥାଏ।

Intro:Body:

ବର୍ଷାର ପଡିଲାନି ଫରକ, ଦିଲ୍ଲୀରେ ପୁଣି ଭୟଙ୍କର ବାୟୁ ପ୍ରଦୁଷଣ

ନୂଆଦିଲ୍ଲୀ: ଦିନକୁ ଦିନ ବିଗିଡିବାରେ ଲାଗିଛି ରାଜଧାନୀ ଦିଲ୍ଲୀର ବାୟୁର ଗୁଣବତ୍ତା। ଦେଶର ଅନ୍ୟ ସହରମାନଙ୍କରେ ବାୟୁର ଗୁଣବତ୍ତା ଭଲ ରହିଥିବା ବେଳେ କେବଳ ଦିଲ୍ଲୀ-ଏନସିଆରରେ ଏହାର ମାତ୍ରା ବହୁତ ଖରାପ ରହିଛି। ତେବେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବର୍ଷା ହେବାର ସମ୍ଭାବନ ସତ୍ତ୍ୱେ କିଛି ଫରକ ପଡିବନାହିଁ। କାରଣ ଏହି ପରିସ୍ଥିତିରେ ପୁଣିଥରେ ବାୟୁ ପ୍ରଦଷଣର ମାତ୍ରା ବଢିପାରେ।

କେନ୍ଦ୍ରୀୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡର କହିବାନୁଯାୟୀ, ଦେଶର ପ୍ରାୟ 95 ଟି ସହରରେ ବାୟୁର ଗୁଣବତ୍ତା ସଠିକ ରହିଛି। ମାତ୍ର ଦିଲ୍ଲୀ ଏନସିଆରରେ ଏହାର ଦୃଶ୍ୟ ଓଲଟା। ଏଠାକାର ବାୟୁର ଗୁଣବତ୍ତା ବହୁତ ଖରାପ ସ୍ତରରେ ପହଞ୍ଚିସାରିଛି। ଯଦିଓ ପାଣିପାଗ ବିଭାଗର କହିବାନୁସାରେ ଆଗାମୀ ଦିନରେ ବର୍ଷା ହୁଏ ତେବେ ବର୍ଷା ପରେ ବାୟୁ ପ୍ରଦୁଷଣର ମାତ୍ରା ଅଧିକ ବଢି ବଢି ଚାଲିବ।

ତେବେ ପୂର୍ବର ରେକର୍ଡ ଅନୁସାରେ, 24 ଘଣ୍ଟା ମଧ୍ୟରେ ଦିଲ୍ଲୀର ଏକ୍ୟୁଆଇ ସ୍ତର 217, ଗୁରୁଗ୍ରାମର 173, ଫରିଦାବାଦର ଏକ୍ୟୁଆଇ ସ୍ତର 189, ନୋଏଡାର 250, ଗ୍ରେଟର ନୋଏଡା ଏକ୍ୟୁଆଇ ସ୍ତର 239 ରହିଛି। ତେବେ ଏଠାରେ କହିରଖୁଛୁ, ଏହି ଏକ୍ୟୁଆଇର ମାନେ କଣ?

ସିପିସିବିର କହିବାନୁସାରେ, 0ରୁ 50 ସ୍ତର ଯାଏଁ ଭଲ ବାୟୁ, 51 ରୁ 100 ପ୍ରଦୂଷଣ ମୁକ୍ତ ବାୟୁ। ତେବେ ଏହା ପରକୁ ପର ସ୍ତର ବଢିଲେ ସେହି ମାତ୍ରାରେ ବାୟୁ କେତେ ପ୍ରଦୁଷଣ ହୋଇଛି ତାହା ଜଣାପଡିଥାଏ।

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.