ETV Bharat / bharat

ପୁଣି ପ୍ରଦୂଷିତ ହେଲା ଦିଲ୍ଲୀ ବାୟୁ - aqi

ସାରା ଦେଶରେ ଜାରି ରହିଛି ଶୀତର ଲହରୀ । ସୀମାନ୍ତବର୍ତ୍ତୀ ଅଞ୍ଚଳମାନଙ୍କରେ ବରଫପାତ ହେଉଥିବାବେଳେ ରାଜଧାନୀ ଦିଲ୍ଲୀରେ ବି ହାଡଭଙ୍ଗା ଶୀତ ଅନୁଭୂତ ହେଉଛି । ଯାହାଫଳରେ ଗୁରୁବାର  ଦିଲ୍ଲୀରେ ପୁଣି  ବାୟୁ ପ୍ରଦୂଷଣ ହୋଇଛି ।

delhi pollution
delhi pollution
author img

By

Published : Dec 26, 2019, 10:17 AM IST

ନୂଆଦିଲ୍ଲୀ: ସାରା ଦେଶରେ ଜାରି ରହିଛି ଶୀତର ଲହରୀ । ସୀମାନ୍ତବର୍ତ୍ତୀ ଅଞ୍ଚଳମାନଙ୍କରେ ବରଫପାତ ହେଉଥିବାବେଳେ ରାଜଧାନୀ ଦିଲ୍ଲୀରେ ବି ହାଡଭଙ୍ଗା ଶୀତ ଅନୁଭୂତ ହେଉଛି । ଯାହାଫଳରେ ଗୁରୁବାର ଦିଲ୍ଲୀରେ ପୁଣି ବାୟୁ ପ୍ରଦୂଷଣ ହୋଇଛି ।

ତେବେ ଦିଲ୍ଲୀର ଲୋଧୀ ରୋଡ ଅଞ୍ଚଳରେ ଅପରାହ୍ନ 2.5ରେ ଏୟାର କ୍ବାଲିଟି ଇଣ୍ଡେକ୍ସ(ଏକ୍ୟୁଆଇ) 244 ରେକର୍ଡ କରାଯାଇଥିବାବେଳେ ରାତି 10ଟାବେଳେ ଏକ୍ୟୁଆଇ 231 ରେକର୍ଡ ରହିଛି । ଯାହା 'ଗମ୍ଭୀର' ଶ୍ରେଣୀରେ ବିବେଚିତ ହୁଏ ।

ସୂଚନାଯୋଗ୍ୟ ଯେ, ଏକ୍ୟୁଆଇ 0-50 ମଧ୍ୟରେ ରହିଲେ ଏହାକୁ 'ଭଲ' ବୋଲି ବିଚାର କରାଯାଏ । ସେହିପରି 51-100 ମଧ୍ୟରେ ରହିଲେ ସନ୍ତୋଷଜନକ, 100-200 ମଧ୍ୟରେ ରହିଲେ ମଧ୍ୟମ, 201-300 ମଧ୍ୟରେ ରହିଲେ ଖରାପ, 301-400 ମଧ୍ୟରେ ରହିଲେ ଅତ୍ୟନ୍ତ ଖରାପ ଏବଂ 401-500 ମଧ୍ୟରେ ରହିଲେ ଗମ୍ଭୀର ବୋଲି ବିଚାର କରାଯାଏ ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.