ETV Bharat / bharat

ଦିଲ୍ଲୀ ନିର୍ବାଚନ: ଆଜି ପ୍ରଚାର କରିବେ ରାଜନାଥ, ଜେପି ଓ ଯୋଗୀ - bjp news

ଦିଲ୍ଲୀ ବିଧାନସଭା ଦଖଲ ପାଇଁ ନିର୍ବାଚନୀ ପ୍ରଚାରକୁ ଜୋରସୋର କରିଛନ୍ତି ଦଳର ନେତାମାନେ । ଆଜି ଦିଲ୍ଲୀରେ ବିଜେପିର ରାଜନାଥ ସିଂ, ଜେପି ନଡ୍ଡା ଓ ଯୋଗୀ ଆଦିତ୍ୟନାଥ ବିଭିନ୍ନ ନିର୍ବାଚନୀ ରାଲିରେ ଯୋଗଦେବେ । ଅଧିକ ପଢନ୍ତୁ...

delhi-legislative-election-2020-today-campaign-rajnath-singh-jp-nadda-and-adityanath
ଦିଲ୍ଲୀ ନିର୍ବାଚନ : ଆଜି ପ୍ରଚାର କରିବେ ରାଜନାଥ, ଜେପି ଓ ଯୋଗୀ
author img

By

Published : Feb 1, 2020, 9:30 AM IST

ଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ ପ୍ରମୁଖ ଦଳମାନଙ୍କ ମଧ୍ୟ‌ରେ ପ୍ରତିଦ୍ବନ୍ଦ୍ବିତା ଜୋରଦାର ହୋଇଛି । ଦିଲ୍ଲୀ ଦଖଲ ପାଇଁ ନିର୍ବାଚନୀ ପ୍ରଚାରକୁ ଜୋରସୋର କରିଛନ୍ତି ଦଳର ନେତାମାନେ । ଦିଲ୍ଲୀରେ ବିଜେପିର ରାଜନାଥ ସିଂ, ଜେପି ନଡ୍ଡା ଓ ଯୋଗୀ ଆଦିତ୍ୟନାଥ ବିଭିନ୍ନ ନିର୍ବାଚନୀ ରାଲିରେ ଯୋଗଦେବେ ।

delhi-legislative-election-2020-today-campaign-rajnath-singh-jp-nadda-and-adityanath
ଫଟୋ ସୌଜନ୍ୟ: ଟ୍ବିଟର@ANI

ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ବିଜେପି ସଭାପତି ଜେପି ନଡ୍ଡା ଦୁଇଟି ଲେଖାଏଁ ନିର୍ବାଚନୀ ରାଲିରେ ଯୋଗଦେବେ । ସେହିଭଳି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦିଲ୍ଲୀ ବିଧାନସଭା ନିର୍ବାଚନରେ 4 ନିର୍ବାଚନୀ ରାଲିରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମ ପାର୍ଟି (ଆପ) ଓ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ ଜୋରଦାର ଲଢେଇ ଚାଲିଛି । ଦିଲ୍ଲୀରେ ଆସନ୍ତା 8 ତାରିଖ ଦିନ ଭୋଟ ଅନୁଷ୍ଠିତ ହେବ ଏବଂ 11 ତାରିଖ ଦିନ ଭୋଟ ଫଳାଫଳ ବାହାରିବ ।

Intro:Body:ପାର୍ବଣ ର ଋତୁ ଶାରଦୀୟ ଦେବୀ ମା ଦୁର୍ଗାଙ୍କ ପୂଜା ମୟୁରଭଞ୍ଜ ଜିଲ୍ଲାରେ ଧୁମଧାମ ରେ ସରିଥିବା ବେଳେ ଦଶମୀ ପୂଜା ପରେ ରାବଣପୋଡି ଉତ୍ସବ ମଧ୍ୟ ଶାନ୍ତିଶୃଙ୍ଖଳା ସହ ଶେଷ ହୋଇଛି। ବାରିପଦା ମଧୁବନ ଠାରେ ରାବଣପୋଡି ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା। ବାଣ ରୋଷଣୀ ସହ ବିଭିନ୍ନ ପ୍ରକାରର ଆତସବାଜିରେ କମ୍ପି ଉଠିଥିଲା ପୁରା ମଧୁବନ ପଡିଆ। ଖାଲି ବାରିପଦା ସହର ନୁହେଁ ବୁଧବାର ଜିଲ୍ଲାର ଚିତ୍ରଡା, ବୈଶିଙ୍ଗା, ବେତନଟୀ, କରଞ୍ଜିଆ ଆଦି ସ୍ଥାନରେ ମଧ୍ୟ ଅନୁଷ୍ଠିତ ହୋଇଅଛି ରାବଣପୋଡି ଉତ୍ସବ। ସବୁଠି ଶାନ୍ତିଶୃଙ୍ଖଳା ସହ ରାବଣପୋଡି ଉତ୍ସବ ଅନୁଷ୍ଠିତ ହୋଇଯାଇଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.