ETV Bharat / bharat

ଅନିଲ ଅମ୍ବାନୀଙ୍କ ବିରୁଦ୍ଧରେ ଆଇବିସି କାର୍ଯ୍ୟାନୁଷ୍ଠାନ, ସ୍ଥଗିତାଦେଶ ଜାରି କଲେ ଦିଲ୍ଲୀ ହାଇକୋର୍ଟ

author img

By

Published : Aug 27, 2020, 4:16 PM IST

ରିଲାଏନ୍ସ କମ୍ୟୁନିକେସନ୍ସ ଲିମିଟେଡ୍‌ ଦ୍ୱାରା ନିଆଯାଇଥିବା ଋଣ ବିରୋଧରେ ବ୍ୟକ୍ତିଗତ ଗ୍ୟାରେଣ୍ଚି ସଂପର୍କରେ ଦିଲ୍ଲୀ ହାଇକୋର୍ଟ ଇନସଲଭାନ୍ସି ଓ ବ୍ୟାଙ୍କରପ୍ସି କୋର୍ଡ(ଆରବିସି) ପ୍ରକ୍ରିୟାକୁ ସ୍ଥଗିତ ରଖିଛନ୍ତି ।

ଅନିଲ ଅମ୍ବାନୀଙ୍କ ବିରୁଦ୍ଧରେ ଆଇବିସି କାର୍ଯ୍ୟାନୁଷ୍ଠାନ, ସ୍ଥିତାବସ୍ଥା ଜାରି କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ରିଲାଏନ୍ସ କମ୍ୟୁନିକେସନ୍ସ ଲିମିଟେଡ୍‌ ଦ୍ୱାରା ନିଆଯାଇଥିବା ଋଣ ବିରୋଧରେ ବ୍ୟକ୍ତିଗତ ଗ୍ୟାରେଣ୍ଚି ସଂପର୍କରେ ଦିଲ୍ଲୀ ହାଇକୋର୍ଟ ଇନସଲଭାନ୍ସି ଓ ବ୍ୟାଙ୍କରପ୍ସି କୋର୍ଡ(ଆରବିସି) ପ୍ରକ୍ରିୟାକୁ ସ୍ଥଗିତ ରଖିଛନ୍ତି । ଏହି ମାମଲାରେ ରିଲାଏନ୍ସ କମ୍ୟୁନିକେସନ ସମେତ ରିଲାଏନ୍ସ ଇନଫ୍ରାଟେଲ ଲିଃ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆରୁ ଋଣ ନେଇଥିଲେ ।

ଜଷ୍ଟିସ ବିପିନ ସାଙ୍ଗୀ ଓ ଜଷ୍ଟିସ ରଜନୀଶ ଭଟ୍ଟନଗରଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଅନୀଲ ଅମ୍ବାନୀଙ୍କ ଦ୍ବାରା ଦାଖଲ ପିଟିସର ଶୁଣାଣି କରିବା ସହ ଆରବିସି ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲା ସହ ଜଡିତ ପ୍ରକ୍ରିୟା ପାଇଁ ଆଇବିସିରେ କୌଣସି ବ୍ୟବସ୍ଥା ଅଛି କି ନାହିଁ ବୋଲି ପଚାରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର 6ରେ କରାଯିବାକୁ ଧାର୍ଯ୍ୟ କରାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.