ETV Bharat / bharat

ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ପାଇଁ ହୋଟେଲ ବୁକ - ବୁକ୍ ହେଲା ହୋଟେଲ୍

କୋଭିଡ 19 ଆକ୍ରାନ୍ତଙ୍କ ପାଇଁ ଦିଲ୍ଲୀ ସରକାର ତାଜ ମାନ ସିଂ ହୋଟେଲକୁ ବୁକ୍ କରିଛନ୍ତି । ଏହାର ସମସ୍ତ ରୁମକୁ କୋରୋନା ଆକ୍ରାନ୍ତ ପାଇଁ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଠାରେ ସେମାନଙ୍କ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରାଯିବ । ଅଧଇକ ପଢନ୍ତୁ...

ଦିଲ୍ଲୀକୁ ବେଡ୍ ଟେନସନ୍, ବୁକ୍ ହେଲା ହୋଟେଲ୍
ଦିଲ୍ଲୀକୁ ବେଡ୍ ଟେନସନ୍, ବୁକ୍ ହେଲା ହୋଟେଲ୍
author img

By

Published : Jun 16, 2020, 4:11 PM IST

ନୂଆଦିଲ୍ଲୀ: ରାଜଧାନୀରେ ସଙ୍ଗୀନ ହେଉଛି କୋରୋନା ସ୍ଥିତି । ଗୋଟିଏ ପଟେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାବେଳେ ମେଡିକାଲ ବେଡ ସରକାରଙ୍କ ଚିନ୍ତା ବଢାଇଛି । ଏନେଇ ସରକାର ଅନେକ ପଦକ୍ଷେପ ନେଉଛନ୍ତି ।

ତେବେ କୋଭିଡ 19 ଆକ୍ରାନ୍ତଙ୍କ ପାଇଁ ଦିଲ୍ଲୀ ସରକାର ତାଜ ମାନ ସିଂ ହୋଟେଲକୁ ବୁକ୍ କରିଛନ୍ତି । ଏହାର ସମସ୍ତ ରୁମକୁ କୋରୋନା ଆକ୍ରାନ୍ତ ପାଇଁ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଠାରେ ସେମାନଙ୍କ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରାଯିବ ।

ତେବେ ହୋଟେଲ୍ ଖାଲି କରିବା ପରେ ସାମଗ୍ରୀକୁ ସାର୍ ଗଙ୍ଗାରାମ ହସ୍ପିଟାଲରେ ରଖିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀରେ ଦ୍ରୁତ ଗତିରେ ବଢୁଥିବା ସଂଖ୍ୟାକୁ ଦୃଷ୍ଟିରେ ରଖି ସରକାର ଏହାକୁ ଦୁରନ୍ତ କାର୍ଯ୍ୟକାରୀ କରିବାକୁ କହିଛନ୍ତି ।

ପ୍ରକାଶ ଥାଉ କି ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ଚିକିତ୍ସାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ଉପରାଜ୍ୟପାଳ ମୁହାଁମୁହିଁ ହୋଇଛନ୍ତି । ବେଡ ସଂଖ୍ୟା କମ୍ ଥିବାବେଳେ କେବଳ ଦିଲ୍ଲୀବାସୀଙ୍କୁ ଚିକିତ୍ସା କରିବା ନିଷ୍ପତ୍ତିକୁ ଉପରାଜ୍ୟପାଳ ବିରୋଧ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.