ETV Bharat / bharat

ଦିଲ୍ଲୀ ବିଧାନସଭା ଭୋଟ ଗଣତି: ଜାଣନ୍ତୁ ପ୍ରମୁଖ ପ୍ରାର୍ଥୀଙ୍କ ସ୍ଥିତି... - ଦିଲ୍ଲୀ ବିଧାନସଭା ଭୋଟ ଗଣତି

ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଛି । ୭୦ ଆସନ ପାଇଁ ଭୋଟ ଗଣତି ଜାରି ରହିଛି । ନୂଆଦିଲ୍ଲୀ ଆସନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଗୁଆ ଥିବାବେଳେ ପତପରଗଞ୍ଜ ଆସନରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆ ଆଗରେ ରହିଛନ୍ତି। ଅଧିକ ପଢନ୍ତୁ...

delhi election results
delhi election results
author img

By

Published : Feb 11, 2020, 11:18 AM IST

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଛି । ୭୦ ଆସନ ପାଇଁ ଭୋଟ ଗଣତି ଜାରି ରହିଛି । ଦିଲ୍ଲୀରେ ଆରମ୍ଭ ହୋଇଛି ଭୋଟ୍ ଗଣତି। ଆଜି ସକାଳ ୮ଟାରେ ସମସ୍ତ ୭୦ଟି ବିଧାନସଭା ଲାଗି ମୋଟ୍ ୨୭ଟି କେନ୍ଦ୍ରରେ ଭୋଟ ଗଣତି ଆରମ୍ଭ ହୋଇଛି। ବର୍ତ୍ତମାନ ସୁ୍ଦ୍ଧା ୭୦ ଆସନ ମଧ୍ୟରୁ 70ଟିରେ ଟ୍ରେଣ୍ଡ୍ ଆସିଛି। ପ୍ରାଥମିକ ପର୍ଯ୍ୟାୟ ଗଣତିରେ ଆପ୍‌ ଟି 53 ଟି ଆସନରେ ଆଗୁଆ ଥିବା ବେଳେ ବିଜେପି 17ଟିରେ ଓ କଂଗ୍ରେସ ଖାତା ଖୋଲି ପାରିନାହିଁ ।

delhi election results
delhi election results

ସୂଚନା ଅନୁସାରେ, ନୂଆଦିଲ୍ଲୀ ଆସନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଗୁଆ ଥିବାବେଳେ ପତପରଗଞ୍ଜ ଆସନରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆ ଆଗରେ ରହିଛନ୍ତି। ଗଣତି ପରେ ଦିଲ୍ଲୀର ଭବିଷ୍ୟ ନିର୍ଦ୍ଧାରଣ ହେବାକୁ ଥିବା ବେଳେ ହାଇଭୋଲଟେଜ ପ୍ରାର୍ଥୀଙ୍କ ରାଜନୈତିକ କ୍ୟାରିୟର ସ୍ଥିତି ସ୍ପଷ୍ଟ ହେବ । ଆପ୍‌, କଂଗ୍ରେସ ଓ ବିଜେପିର ପ୍ରମୁଖ ପ୍ରାର୍ଥୀ ନିର୍ବାଚନୀ ମୈଦାନରେ ପାସ୍‌ କି ଫେଲ ହେଉଛନ୍ତି ମଙ୍ଗଳବାଳ ଅପରାହ୍ନ ସୁଦ୍ଧା ଜଣାପଡିବ ।

delhi election results
delhi election results

ଅଳକା ଲାମ୍ବା, ଅରବିନ୍ଦ କେଜ୍ରିୱାଲ, ଅମାନତୁଲ୍ଲାହ ଖାନ, ଅରବିନ୍ଦର ସିଂହ ଲଭଲୀ, ଆତିଶି ମାର୍ଲିନା, ରାଖି ବିଡଲାନ, ସତ୍ୟେନ୍ଦ୍ର ଜୈନ, ଶୋଏବ ଇକବାଲ, ତଜିନ୍ଦର ବାଗ୍ଗା, ବିଜେନ୍ଦର କୁମାର, ମନୀଷ ସିସୋଦିଆ, ଓମ ପ୍ରକାଶ ଶର୍ମା, ପରଭେଜ ହାଶମି, ପୁନମ ଯାଦବ, ରାଘବ ଚଡ୍ଡା, ଦିଲ୍ଲୀ ପାଣ୍ଡେ, ଗୋପାଳ ରାୟ, ହାରୁନ ୟୁସୁଫ, ଜରନୈଲ ସିଂହ, କପିଲ ମିଶ୍ରାଙ୍କ ଭଳି ହାଇଭୋଲଟେଜ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.