ETV Bharat / bharat

ନିର୍ଭୟା ମାମଲା: ନୂଆ ଡେଥ୍‌ ଓ୍ବାରେଣ୍ଟ ଉପରେ ସୋମବାର ଶୁଣାଣି - ନିର୍ଭୟା ମାମଲା

ନିର୍ଭୟା ମାମଲାରେ ଦୋଷୀଙ୍କ ନୂଆ ଡେଥ ଓ୍ବାରେଣ୍ଟ ଜାରି ଉପରେ ସୋମବାରକୁ ଶୁଣାଣି ଘୁଞ୍ଚାଇଲେ ପଟିଆଲା ହାଉସକୋର୍ଟ । ଅଧିକ ପଢନ୍ତୁ...

ନିର୍ଭୟା ମାମଲା: ନୂଆ ଡେଥ୍‌ ଓ୍ବାରେଣ୍ଟ ଉପରେ କାଲି ଶୁଣାଣି

author img

By

Published : Feb 16, 2020, 8:25 PM IST

ନୂଆଦିଲ୍ଲୀ: ନିର୍ଭୟା ଘଟଣାରେ ଦୋଷୀଙ୍କ ଫାଶୀ ପାଇଁ ନୂଆ ଡେଥ୍‌ ଓ୍ବାରେଣ୍ଟ ଜାରି କରିବା ଉପରେ ସୋମବାର ଶୁଣାଣି କରିବେ ସୁପ୍ରିମକୋର୍ଟ । ଦୋଷୀଙ୍କ ନୂଆ ଡେଥ ଓ୍ବାରେଣ୍ଟ ଜାରି କରିବାକୁ ନିର୍ଭୟାଙ୍କ ମାତାପିତା କୋର୍ଟରେ ଯାଚିକା ଦାଖଲ କରିଛନ୍ତି ।

ନିର୍ଭୟା ମାମଲାରେ ଦୋଷୀଙ୍କ ନୂଆ ଡେଥ୍‌ ଓ୍ବାରେଣ୍ଟ ଜାରି କରିବା ନେଇ ନିର୍ଭାୟା ମାତା ପିତାଙ୍କ ଆବେଦନର ଶୁଣାଣିକୁ ସୋମବାର ଯାଏଁ ସ୍ଥଗିତ ରଖିଥିଲେ ଦିଲ୍ଲୀର ପଟିଆଲା ହାଉସକୋର୍ଟ । ସୁପ୍ରିମକୋର୍ଟରେ ଦୋଷୀ ବିନୟ ଶର୍ମାର ଦୟା ଯାଚିକା ବିଚାରାଧିନ ଥିବାରୁ ନୂଆ ଡେଥ ଓ୍ବାରେଣ୍ଟ ଉପରେ ଶୁଣାଣିକୁ ଘୁଞ୍ଚିଥିଲା ।

ଦୋଷୀଙ୍କ ଡେଥ୍‌ ଓ୍ବାରେଣ୍ଟ ଶୁଣାଣି ଘୁଞ୍ଚାଯାଇଥିବା କାରଣରୁ ପିଡୀତାଙ୍କ ମାତା ପିତା ଆପତ୍ତି ଜାହିର କରିବା ସହ ସୋମବାର ପରିବର୍ତ୍ତେ ଶନିବାର ଶୁଣାଣି କରିବାକୁ କୋର୍ଟରେ ଅନୁରୋଧ କରିଥିଲେ । ପଟିଆଲା ହାଉସକୋର୍ଟ ଧାରା 21କୁ ଆଧାର ଦର୍ଶାଇ ଦୋଷୀଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସେମାନଙ୍କ ନ୍ୟାୟିକ ଅଧିକାରକୁ ସୁରକ୍ଷିତ ରଖିବାର ପ୍ରାବଧାନ ଥିବା କହିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.