ETV Bharat / bharat

ଚୀନ ଗୁପ୍ତଚର ଥିବା ସାମ୍ବାଦିକଙ୍କ ଜାମିନ ଆବେଦନ ଖାରଜ

author img

By

Published : Sep 30, 2020, 12:26 PM IST

ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଚୀନ ପାଇଁ ଗୁପ୍ତଚର ଅଭିଯୋଗରେ ସାମ୍ବାଦିକ ରାଜୀବ ଶର୍ମାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। କୋର୍ଟ କହିଛନ୍ତି ଯେ ଏହି ଘଟଣାରେ ଅଭିଯୁକ୍ତଙ୍କୁ ଏପରି ସମ୍ବେଦନଶୀଳ ମାମଲାରେ ଜାମିନ ପ୍ରଦାନ କରାଯାଇପାରିବ ନାହିଁ।

 ସାମ୍ବାଦିକଙ୍କ ଜାମିନ ଆବେଦନ ଖାରଜ
ସାମ୍ବାଦିକଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଚୀନ ପାଇଁ ଗୁପ୍ତଚର ଅଭିଯୋଗରେ ସାମ୍ବାଦିକ ରାଜୀବ ଶର୍ମାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। କୋର୍ଟ କହିଛନ୍ତି ଯେ ଏହି ଘଟଣାରେ ଅଭିଯୁକ୍ତଙ୍କୁ ଏପରି ସମ୍ବେଦନଶୀଳ ମାମଲାରେ ଜାମିନ ପ୍ରଦାନ କରାଯାଇପାରିବ ନାହିଁ। କୋର୍ଟରେ ରାଜୀବ ଶର୍ମାଙ୍କ ଜାମିନ ଆବେଦନକୁ ମଧ୍ୟ ଦିଲ୍ଲୀ ପୋଲିସ ଦୃଢ ବିରୋଧ କରିଛି।

ସୋମବାର ପଟିଆଲା ହାଉସ କୋର୍ଟ ଅଭିଯୁକ୍ତ ରାଜୀବ ଶର୍ମା, କିଙ୍ଗ ଶି ଏବଂ ଅଭିଯୁକ୍ତ ଶେର ସିଂଙ୍କୁ 14 ଦିନିଆ ପୋଲିସ ହେପାଜତ ପାଇଁ ଅର୍ଥାତ 11 ଅକ୍ଟୋବର ଯାଏଁ ପଠାଯାଇଛି । ସ୍ବତନ୍ତ୍ର ସେଲ୍ ଦ୍ବାରା ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟଙ୍କୁ କୁହାଯାଇଥିଲା ଯେ, ଇଡିକୁ ଟଙ୍କା ପଠାଇବା ମାମଲାର ଯାଞ୍ଚ କରିବାକୁ କୁହାଯାଇଛି।

ଅନୁସନ୍ଧାନ ସମୟରେ ମିଳିଥିବା ସନ୍ଦେହଜନକ ଦଲିଲ ଗୁଡିକର ତଦନ୍ତ ମଧ୍ୟ ଜାରି ରହିଛି। ଏଭଳି ସନ୍ଦେହଜନକ ଏବଂ ଗୋପନୀୟ ଦଲିଲ ଗୁଡିକ ସେମାନଙ୍କ ନିକଟକୁ କିପରି ଆସିଲା ତାହା ଅନୁସନ୍ଧାନ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.