ନୂଆଦିଲ୍ଲୀ: ଶେଷରେ ବନ୍ଧା ହେଲେ ଆପ କାଉନସିଲର । ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ହିଂସା ଓ ଗୁଇନ୍ଦା ବିଭାଗ କର୍ମଚାରୀଙ୍କ ହତ୍ୟା ସମ୍ପୃକ୍ତି ନେଇ ଆମ ଆଦମୀ ପାର୍ଟିର କାଉନସିଲର ତାହିର ହୁସେନଙ୍କୁ ଗିରଫ କରାଯାଇଛି ।
ତାହିରଙ୍କୁ ଗିରଫ କରାଯାଇ ତିନି ଦିନିଆ ପୋଲିସ ହେପାଜତକୁ ପଠାଯାଇଛି । ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସା 50ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇ ଥିବା ବେଳେ ଏକାଧିକ ଆହତ ହୋଇଥିଲେ ।
ସୌଜନ୍ୟ @ IANS