ETV Bharat / bharat

ଭଙ୍ଗ ହେଲା ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟି - dissolves

ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟି ଭଙ୍ଗ କରାଯାଇଛି । କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ଶୀଲା ଦିକ୍ଷୀତ ଦିଲ୍ଲୀର ସମସ୍ତ 280 ବ୍ଲକକୁ ଭଙ୍ଗ କରିଛନ୍ତି ।

ଫାଇଲ ଫଟୋ
author img

By

Published : Jun 28, 2019, 7:21 PM IST

Updated : Jul 1, 2019, 4:57 PM IST

ନୂଆଦିଲ୍ଲୀ: ଭଙ୍ଗ ହେଲା ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟି । କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ଶୀଲା ଦିକ୍ଷୀତ ଦିଲ୍ଲୀର ସମସ୍ତ 280 ବ୍ଲକକୁ ଭଙ୍ଗ କରିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ଦିଲ୍ଲୀ କଂଗ୍ରେସ ନେତାଙ୍କ ସହ ବୈଠକ କରି ତୁରନ୍ତ ଏହାକୁ ଭଙ୍ଗ କରିବାର ନିଷ୍ପତ୍ତି ନେଇଥିଲେ ।

ସେପଟେ ଦଳର ଏହି ନିଷ୍ପତ୍ତି ପରେ କଂଗ୍ରେସର ଅନେକ ନେତା ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ସେମାନଙ୍କ ମଧ୍ୟରେ ଏଆଇସିସି(ଅଲ ଇଣ୍ଡିଆ କଂଗ୍ରେସ କମିଟି)ର ସଚିବ ବୀରେନ୍ଦ୍ର ରାଠୋର, ଅନିଲ ଚୌଧୁରୀ, ରାଜେସ ଧରମାନୀ ଏବଂ ବିଦେଶ ସେଲର ସଚିବ ବିରେନ୍ଦ୍ର ବଶିଷ୍ଠ ସାମିଲ ଅଛନ୍ତି ।

ସୂଚନା ଯୋଗ୍ୟ ଯେ, ଏହା ପୂର୍ବରୁ କଂଗ୍ରେସ ତେଲେଙ୍ଗାନା ପ୍ରଦେଶ କମିଟି ଭଙ୍ଗ କରିଥିଲା ।

Intro:Body:

wrwe

Conclusion:
Last Updated : Jul 1, 2019, 4:57 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.