ETV Bharat / bharat

ୟୁପିରେ ପ୍ରବଳ ଶୀତ, ଦିଲ୍ଲୀବାସୀ ସାମାନ୍ୟ ଆଶ୍ବସ୍ତ

author img

By

Published : Dec 31, 2019, 7:21 PM IST

ଦିଲ୍ଲୀରେ ସାମାନ୍ୟ ହୋଇଛି ଥଣ୍ଡା। ଲଗାତର ପ୍ରବଳ ଜାଡରେ ଥରୁଥିବା ଦିଲ୍ଲୀବାସୀ ପାଇଛନ୍ତି ସାମାନ୍ୟ ଆଶ୍ବସ୍ତି। ଆଗକୁ ପଢନ୍ତୁ...

delhi cold wave decrease
ଦିଲ୍ଲୀବାସୀ ସାମାନ୍ୟ ଆଶ୍ବସ୍ତ

ନୂଆଦିଲ୍ଲୀ: ଅସହ୍ୟ ଜାଡରୁ ରାଜଧାନୀ ଦିଲ୍ଲୀକୁ ମିଳିଛି ସାମାନ୍ୟ ତ୍ରାହି। ଗତକାଲି ଅପେକ୍ଷା କମିଛି କିଛି ମାତ୍ରାରେ ଶୀତ। ହେଲେ ଉତ୍ତରପ୍ରଦେଶରେ ବଢିଛି ଶୀତ। କୁହୁଡି ଚାଦରରେ ଘୋଡାଇ ହୋଇ ରହିଛି ସାରା ରାଜ୍ୟ। ଏହା ଯୋଗୁଁ ରେଳ ଏବଂ ବିମାନ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି।

up kanpur hits zero degree
ୟୁପିରେ ପ୍ରବଳ ଶୀତ

ବର୍ତ୍ତମାନ ଦିଲ୍ଲୀର ତାପମାତ୍ରା ସର୍ବାଧିକ 11 ଡିଗ୍ରୀ ଥିବା ବେଳେ ସର୍ବନିମ୍ନ 3 ଡିଗ୍ରୀ ରହିଛି। ଜାନୁଆରୀ 4 ଯାଏ ଦିଲ୍ଲୀରେ ତାପମାତ୍ରା ବୃଦ୍ଧି ପାଇବା ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ସମୟରେ ଉତ୍ତରପ୍ରଦେଶ କାନପୁରରେ ଆଜି ସକାଳ 7ଟା ସମୟରେ ତାପମାତ୍ରା 0 ଡିଗ୍ରୀ ସେଲସିୟସ ରହିଛି।

up kanpur hits zero degree
ୟୁପିରେ ପ୍ରବଳ ଶୀତ

ଅନ୍ୟପଟେ ଶହେ ବର୍ଷର ରେକର୍ଡ ଭାଙ୍ଗିଛି ଉତ୍ତରପ୍ରଦେଶ ବହରାଇଚ ଏଠାକାର ତାପମାତ୍ର 0.2 ରହିଛି। 1913 ମସିହା ଡିସେମ୍ବର 29 ତାରିଖରେ ତାପମାତ୍ରା 1.7 ଡିଗ୍ରୀ ସେଲସିୟସ ରହିଥିଲା।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.