ETV Bharat / bharat

ଦିଲ୍ଲୀ ବିଜେପି ଅଧ୍ୟକ୍ଷଙ୍କୁ କୋରୋନା - ଦିଲ୍ଲୀ ବିଜେପି ଅଧ୍ଯକ୍ଷ କୋରୋନା ଆକ୍ରାନ୍ତ

ଦିଲ୍ଲୀ ବିଜେପି ଅଧ୍ଯକ୍ଷ ଆଦେଶ ଗୁପ୍ତା କୋରୋନା ଆକ୍ରାନ୍ତ ଥିବା ବୁଧବାର ସୂଚନା ଦେଇଛନ୍ତି ।

ଦିଲ୍ଲୀ ବିଜେପି ଅଧ୍ୟକ୍ଷ କୋରୋନା ଆକ୍ରାନ୍ତ
ଦିଲ୍ଲୀ ବିଜେପି ଅଧ୍ୟକ୍ଷ କୋରୋନା ଆକ୍ରାନ୍ତ
author img

By

Published : Sep 16, 2020, 1:10 PM IST

ନୂଆଦିଲ୍ଲୀ: ଦିଲ୍ଲୀ ବିଜେପି ଅଧ୍ୟକ୍ଷ କୋରୋନା ଆକ୍ରାନ୍ତ । ଦିଲ୍ଲୀ ବିଜେପି ଅଧ୍ଯକ୍ଷ ଆଦେଶ ଗୁପ୍ତା କୋରୋନା ଆକ୍ରାନ୍ତ ଥିବା ବୁଧବାର ସୂଚନା ଦେଇଛନ୍ତି ।

ଏନେଇ ସେ ଟ୍ବିଟ ଜରିଆରେ କହିଛନ୍ତି,‘ ସାମାନ୍ୟ ଜ୍ବର ଅନୁଭୁତ ହେବାରୁ ଗତ ସପ୍ତାହରେ ମୁଁ କୋରୋନା ପରୀକ୍ଷା କରିଥିଲି । ଯାହାର ରିପୋର୍ଟ ନେଗେଟିଭ ଆସିଥିଲା । ସ୍ବାସ୍ଥ୍ୟବସ୍ଥା ବିଗିଡିବା କାରଣରୁ ମୁଁ ପୁଣି କୋରୋନା ପରୀକ୍ଷା କରାଇଥିଲି । ଯାହାର ରିପୋର୍ଟ ପଜେଟିଭ ଆସିଛି । ତେବେ ଗତ ସପ୍ତାହରୁ ମୁଁ କ୍ବାରେଣ୍ଟିନରେ ଅଛି । ଯଦି ମୋ ଯୋଗାଯୋଗରେ କୌଣସି ବ୍ୟକ୍ତିବିଶେଷ ଆସିଛନ୍ତି ସେମାନେ ମଧ୍ୟ କୋରୋନା ପରୀକ୍ଷା କରାଇ ନିଅନ୍ତୁ’ ।

ପ୍ରକାଶ ଥାଉକି, ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ମଧ୍ୟ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି । ଏହାପରେ ସେ ସେଲ୍ଫ ଆଇସୋଲେସନରେ ରହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.