ETV Bharat / bharat

ବିଷ ବଳୟରେ ଦିଲ୍ଲୀ, ବୃଦ୍ଧି ପାଇଛି ବାୟୁ ପ୍ରଦୂଷଣ

author img

By

Published : Oct 18, 2019, 5:03 PM IST

Updated : Oct 18, 2019, 6:34 PM IST

ଅକ୍ଟୋବର 1 ଠାରୁ ଆରମ୍ଭ କରି 15 ତାରିଖ ଯାଏ ଦିଲ୍ଲାର ପାଖାପାଖି 12ରୁ ଊର୍ଦ୍ଧ୍ବ ସ୍ଥାନରେ ବାୟୁ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇଛି । ଶୁକ୍ରବାର ଦିଲ୍ଲୀ-ଏନସିଆର ଏୟାର କ୍ବାଲିଟି ଇଣ୍ଡେକ୍ସରେ ବାୟୁର ଗୁଣବତ୍ତା 300ରୁ ଊର୍ଦ୍ଧ୍ବ ରହିଛି ।

ଦିଲ୍ଲୀରେ ବୃଦ୍ଧି ପାଇଲା ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ: ବିଷ ବଳୟରେ ଦିଲ୍ଲୀ । ବାୟୁ ପ୍ରଦୂଷଣର ମାତ୍ରା କମିବା ବଦଳରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲଗିଛି । ଗତ କିଛିଦିନ ହେବ ଦୃତ ବେଗରେ ରାଜଧାନୀର ପାଣିପାଗରେ ପରିବର୍ତ୍ତନ ହେବାରେ ଲାଗିଛି । ତା ସାଙ୍ଗୁକ କୁହୁଡି ବଢିବା ଯୋଗୁଁ ବାୟୁର ଗୁଣବତ୍ତା ଧିରେ ଧିରେ ସାଙ୍ଘାତିକ ସ୍ତରରେ ପହଞ୍ଚିଛି । ଶୁକ୍ରବାର ଦିଲ୍ଲୀ-ଏନସିଆର ଏୟାର କ୍ବାଲିଟି ଇଣ୍ଡେକ୍ସରେ ବାୟୂର ଗୁଣବତ୍ତା 300ରୁ ଊର୍ଦ୍ଧ୍ବ ରହିଛି ।

ଅକ୍ଟୋବର 1 ଠାରୁ ଆରମ୍ଭ କରି 15 ତାରିଖ ଯାଏ ଦିଲ୍ଲାର ପାଖାପାଖି 12ରୁ ଊର୍ଦ୍ଧ୍ବ ସ୍ଥାନରେ ବାୟୂ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇଛି । ସବୁଠୁ ଅଧିକ ଦ୍ବାରକାରେ ବାୟୂ ପ୍ରଦୂଷଣରେ ରେକର୍ଡ ସ୍ତରରେ ରହିଛି । ସେପଟେ ଗ୍ରେଡେଡ ରେସପୋନ୍ସ ଆକ୍ସନ ପ୍ଲାନ (ଗ୍ରାପ୍) ଲାଗୁ ହେବା ସତ୍ତ୍ବେ ବାୟୂର ଗୁଣବତ୍ତା ଖରାପ ହେବାରେ ଲାଗିଛି ।

Intro:Body:

BLANK FOR LINK 

Conclusion:
Last Updated : Oct 18, 2019, 6:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.