ETV Bharat / bharat

ଦିଲ୍ଲୀବାସୀଙ୍କୁ ସାମାନ୍ୟ ଆଶ୍ବସ୍ଥି, ବାୟୂ ପ୍ରଦୂଷଣର ମାତ୍ରା ହ୍ରାସ

ଦିଲ୍ଲୀର ଲୋଧି ରୋଡ ଅଞ୍ଚଳରେ ବାୟୂର ଗୁଣବତ୍ତା ପିଏମ 2.5 ରେ 115 ସ୍ଥର ଥିବା ବେଳେ ପିଏମ 10 ରେ 221 ସ୍ଥର ରହିଛି । ଅର୍ଥାତ୍ ବାୟୁ ପ୍ରଦୂଷଣର ମାତ୍ରା ସାମାନ୍ୟ ରହିଛି ।

author img

By

Published : Oct 20, 2019, 9:48 AM IST

ଦିଲ୍ଲୀବାସୀଙ୍କୁ ସାମାନ୍ୟ ଆଶ୍ବସ୍ଥୀ, ବାୟୂ ପ୍ରଦୂଷଣର ମାତ୍ରା ହ୍ରାସ

ନୂଆଦିଲ୍ଲୀ: ଦୀର୍ଘ 72 ଘଣ୍ଟା ପରେ ରାଜଧାନୀ ଦିଲ୍ଲୀରେ ବାୟୂ ପ୍ରଦୂଷଣର ମାତ୍ରା ହ୍ରାସ ପାଇଛି । ଦିଲ୍ଲୀର ଲୋଧି ରୋଡ ଅଞ୍ଚଳରେ ବାୟୂର ଗୁଣବତ୍ତା ପିଏମ 2.5 ରେ 115 ସ୍ଥର ଥିବା ବେଳେ ପିଏମ 10 ରେ 221 ସ୍ଥର ରହିଛି । ଅର୍ଥାତ୍ ବାୟୁ ପ୍ରଦୂଷଣର ମାତ୍ରା ସାମାନ୍ୟ ରହିଛି । ଶନିବାର ଦିଲ୍ଲୀରେ ହାଲୁକା ବର୍ଷା ହେବା ଯୋଗୁଁ ବାୟୂ ପ୍ରଦୂଷଣରେ ସୁଧାର ଆସିଛି ।

ହରିୟାଣା ଏବଂ ପଞ୍ଜାବରେ ଚାଷୀମାନେ ପାଳରେ ନିଆଁ ଲଗାଇବା ଏବଂ ସେଥିରୁ ନିର୍ଗତ ଧୂଆଁ 17 ପ୍ରତିଶତ ବାୟୁ ପ୍ରଦୂଷଣ କରାଯାଉଛି । ଶୁକ୍ରବାର ବର୍ଷା ହେବା ଯୋଗୁଁ ପାଳରୁ ନିର୍ଗତ ଧୂଆଁ ଦିଲ୍ଲୀ ପର୍ଯ୍ୟନ୍ତ ପହଞ୍ଚିପାରିଲା ନାହିଁ । ଫଳରେ ଏହି 72 ଘଣ୍ଟା ମଧ୍ୟରେ ରାଜଧାନୀରେ ବାୟୂ ପ୍ରଦୂଷଣର ମାତ୍ରା ହ୍ରାସ ପାଇଛି । ସୂଚନା ମୁତାବକ ଆସନ୍ତା ଦୁଇ ଦିନ ମଧ୍ୟରେ ବାୟୂ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇବାରେ ଆଶଙ୍କା ରହିଛି । ତେବେ ପାଣିପାଗ ବିଭାଗ ସୂଚନା ଅନୁସାରେ ଅକ୍ଟୋବର ଶେଷ ସୁଦ୍ଧା ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି । ଯଦି ଏପରି ହୁଏ ତେବେ ଦିଲ୍ଲୀବାସୀ ସାମାନ୍ୟ ଆଶ୍ବସ୍ତି ପାଇବେ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.