ETV Bharat / bharat

କୋରୋନା ରୋଗୀଙ୍କ ମୃତଦେହ ଅଦଳ ବଦଳ ଘଟଣା, ଦୁଇ କର୍ମଚାରୀଙ୍କୁ ନିଲମ୍ବିତ କଲା ଏମ୍ସ - ଦିଲ୍ଲୀ ଏମ୍ସ

ଦେଶର ସବୁଠୁ ବଡ ଡାକ୍ତରଖାନା ଦିଲ୍ଲୀ ଏମ୍ସରେ ଅବହେଳା ମାମଲା ସାମ୍ନାକୁ ଆସିଛି। ଏହି ମେଡିକାଲରେ ଦୁଇ କୋରୋନା ଆକ୍ରାନ୍ତ ମହିଳାଙ୍କ ମୃତଦେହକୁ ଅଦଳ ବଦଳ କରିବା ଅଭିଯୋଗରେ ମେଡିକାଲ ଦୁଇ କର୍ମଚାରୀଙ୍କୁ ନିଲମ୍ବିତ କରିଛି ।

_aiims
ଦୁଇ କର୍ମଚାରୀଙ୍କୁ ନିଲମ୍ବିତ କଲା ଏମ୍ସ
author img

By

Published : Jul 9, 2020, 11:27 AM IST

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ ଡାକ୍ତରଖାନା ଦିଲ୍ଲୀ ଏମ୍ସରେ ଅବହେଳା ମାମଲା ସାମ୍ନାକୁ ଆସିଛି। ଏହି ମେଡିକାଲରେ ଦୁଇ କୋରୋନା ଆକ୍ରାନ୍ତ ମହିଳାଙ୍କ ମୃତଦେହକୁ ଅଦଳବଦଳ କରିବା ଅଭିଯୋଗରେ ମେଡିକାଲ ଦୁଇ କର୍ମଚାରୀଙ୍କୁ ନିଲମ୍ବିତ କରିଛି ।

ସୂଚନା ଅନୁଯାୟୀ, ଗତ ବୁଧବାର ଏମ୍ସରେ ଦୁଇ କୋରୋନା ଆକ୍ରାନ୍ତ ମହିଳାଙ୍କ ମୃତଦେହ ଅଦଳ ବଦଳ ହୋଇଥିବା ନେଇ ଖବର ମିଳିଥିଲା । ଏଠାରେ ସବୁଠାରୁ ବଡ କଥା ହେଲା ଉଭୟ ମୃତ ମହିଳା ଅଲଗା ଅଲଗା ସମ୍ପ୍ରଦାୟର ଥିଲେ । ସେମାନଙ୍କ ମଧ୍ୟରୁ ଏକ ପରିବାର ଅନ୍ତିମ ସଂସ୍କାରର ରୀତିନୀତି ସମ୍ପନ୍ନ କରିଥିଲେ।

ମାତ୍ର ଯେତେବେଳେ ଅନ୍ୟ ଏକ ପରିବାର ମୃତଦେହର ମୁହଁ ଦେଖିଥିଲେ ସେତେବେଳେ ସେମାନେ ଆଶ୍ଚର୍ଯ୍ୟ ହୋଇ ମେଡିକାଲକୁ ଏନେଇ ଅଭିଯୋଗ କରିଥିଲେ । ଏହାପରେ ଏମ୍ସ କର୍ତ୍ତୃପକ୍ଷ ଡ୍ୟୁଟିରେ ଥିବା ଦୁଇ କର୍ମଚାରୀଙ୍କୁ ନିଲମ୍ବିତ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.