ETV Bharat / bharat

‘ଜେଏନୟୁ ପ୍ରଶାସନ ଅଧ୍ୟାପକ ଓ ଛାତ୍ରଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି କରୁଛି’ - jnu news update

ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟର ଅନୁସୂଚିତ ଜାତି ଓ ଜନଜାତି ଅଧ୍ୟାପକ ପ୍ରତିନିଧିମଣ୍ଡଳ ବିଶ୍ବବିଦ୍ୟାଳୟର ପ୍ରଶାସନ ବିରୋଧରେ ଆରୋପ ଆଣିଛନ୍ତି । ଅଧ୍ୟାପକ ଓ ଛାତ୍ରଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି କରୁଥିବାର ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଅଧ୍ୟାପକ । ଅଧିକ ପଢନ୍ତୁ...

delegation of sc st faculty members of jnu
ଫଟୋ ସୌଜନ୍ୟ: ଟ୍ବିଟର
author img

By

Published : Jan 19, 2020, 4:45 AM IST

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟର ଅନୁସୂଚିତ ଜାତି ଓ ଜନଜାତି ଅଧ୍ୟାପକ ପ୍ରତିନିଧିମଣ୍ଡଳ ବିଶ୍ବବିଦ୍ୟାଳୟର ପ୍ରଶାସନ ବିରୋଧରେ ଆରୋପ ଆଣିଛନ୍ତି । ଅଧ୍ୟାପକ ଓ ଛାତ୍ରଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି କରୁଥିବାର ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଅଧ୍ୟାପକ । ଏହାସହ ସେମାନେ କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାସୱାନଙ୍କୁ ସାକ୍ଷାତ କରି ଏହି ମାମଲାକୁ ସରକାରଙ୍କ ସମ୍ମୁଖରେ ଉପସ୍ଥାପନ କରିବା ପାଇଁ ଅନୁରୋଧ କରିଛନ୍ତି । ଅନ୍ୟପକ୍ଷେ ପ୍ରଶାସନ ଏହି ଅଭିଯୋଗକୁ ଖଣ୍ଡନ କରିଛି ।

delegation of sc st faculty members of jnu
ଫଟୋ ସୌଜନ୍ୟ: ଟ୍ବିଟର

ଏହାକୁ ନେଇ ପାସୱାନ କହିଥିଲେ, ଏହା ଏକ ଗମ୍ଭୀର ଆରୋପ ଓ ଏହାକୁ ନେଇ ଯାଞ୍ଚ କରାଯିବ । ସେ ଟ୍ବିଟ କରି ଏହି ମାମଲାରେ ଚିନ୍ତା ପ୍ରକାଶ କରିବା ସହ ମଙ୍ଗଳବାର କିମ୍ବା ବୁଧବାର କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲଙ୍କୁ ଭେଟିବା ସହ ଏନେଇ ଆଲୋଚନା ମଧ୍ୟ କରିବେ ।

ବିଶ୍ବବିଦ୍ୟାଳୟରେ ହଷ୍ଟେଲ ଫି ବୃଦ୍ଧି ସହ ଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ ଥିବା ସିଟ୍ କମ୍ କରିବା ଫଳରେ ସବୁଠୁ ଅଧିକ କ୍ଷତି ଏସସି, ଏସଟି ଛାତ୍ରଙ୍କୁ ହୋଇଛି । ଏପରିକି ଏସସି, ଏସଟି ଅଧ୍ୟାପକଙ୍କୁ ପଦନ୍ନୋତି ମଧ୍ୟ କରାଯାଉନଥିବା ଅଭିଯୋଗ କରାଯାଇଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.