ETV Bharat / bharat

ଲଢୁଆ ବିମାନ 'ରାଫେଲ'ରେ ଉଡିଲେ ରାଜନାଥ

author img

By

Published : Oct 8, 2019, 9:12 PM IST

ରାଫେଲ ବିମାନ(RB 001)ରେ ପ୍ରାୟ ଅଧ ଘଣ୍ଟା ଉଡାଣ ଭରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ

ନୂଆଦିଲ୍ଲୀ: ବିଜୟା ଦଶମୀରେ ଭାରତୀୟ ବାୟୁସେନାକୁ ମିଳିଲା ପ୍ରଥମ ରାଫେଲ ବିମାନ । ଭାରତୀୟ ବାୟୁସେନାକୁ ବିମାନ ହସ୍ତାନ୍ତର କରିଛି ଫ୍ରାନ୍ସ । ରାଫେଲ ବିମାନ ଗ୍ରହଣ କରିବା ପରେ ପ୍ରତିରକ୍ଷା ମନ୍ତ୍ରୀ ପାରମ୍ପରିକ ଶୈଳୀରେ ପୂଜାର୍ଚ୍ଚନା କରିଛନ୍ତି । ଏହାସହ ରାଫେଲ ବିମାନ(RB 001)ରେ ଉଡ଼ାଣ ଭରିଛନ୍ତି । ପ୍ରାୟ ଅଧ ଘଣ୍ଟା ରାଫେଲରେ ଉଡାଣ ଭରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।

ଭିଡିଓ ସୌଜନ୍ୟ: ଏଏନଆଇ

ମଙ୍ଗଳବାର ସମସ୍ତ ପ୍ରକ୍ରିୟା ସମାପ୍ତ ପରେ ଫ୍ରାନ୍ସର ମେରେନିକ ଏୟାରବେସରୁ ରାଜନାଥ ସିଂହ ରାଫେଲ ବିମାନରେ ଉଡିଛନ୍ତି । ରାଫେଲ ବିମାନ ନିର୍ମାତା ଦସୋଲ୍ଟ ଆଭିଏସନର ଚିଫ୍‌ ପାଇଲଟଙ୍କ ସହ ରକ୍ଷାମନ୍ତ୍ରୀ ରାଫେଲରେ ଉଡିଛନ୍ତି । ଏହା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତେଜସ ବିମାନରେ ଉଡାଣ ଭରିଛନ୍ତି ।

ଭିଡିଓ ସୌଜନ୍ୟ: ଏଏନଆଇ

ରାଫେଲରେ ଉଡିବା ପରେ ଏହା ତାଙ୍କ ପାଇଁ ଅତ୍ୟନ୍ତ ସୁଖଦ ଅନୁଭୂତି ଥିଲା ବୋଲି ପ୍ରତିକ୍ରିୟାରେ କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ସୁପରସୋନିକ ସ୍ପିଡରେ ଲଢୁଆ ବିମାନରେ ଉଡିବା କଳ୍ପନା ବାହାରେ ଥିଲା ବୋଲି ସେ କହିଛନ୍ତି ।

ଭିଡିଓ ସୌଜନ୍ୟ: ଏଏନଆଇ

ମଙ୍ଗଳବାର ୮୭ ତମ ବାୟୁସେନା ଦିବସ ତଥା ପବିତ୍ର ବିଜୟାଦଶମୀ ଭାରତ ଓ ବାୟୁସେନା ପାଇଁ ପାଇଁ ଐତିହାସିକ ଦିନ । ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ୩୬ଟି ରାଫେଲ୍ ଜେଟ୍ ମଧ୍ୟରୁ ପ୍ରଥମ ବିମାନକୁ ଗ୍ରହଣ କରିଛନ୍ତି । ମାତ୍ର ଆଉ 4ଟି ବିମାନ 2020 ମେ’ ମାସରେ ଭାରତକୁ ଆସିବ । 4ଟି ଲେଖାଏଁ ପର୍ଯ୍ୟାୟ କ୍ରମେ ସମସ୍ତ 36ଟି ରାଫେଲ ଲଢୁଆ ବିମାନ ଭାରତ ଆସିବ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.