ETV Bharat / bharat

କେରଳ ବିମାନ ଦୁର୍ଘଟଣା: ମୃତକଙ୍କୁ ସମବେଦନା ଜଣାଇଲେ ବାଲାଂଦେଶ ବୈଦେଶିକ ମନ୍ତ୍ରୀ

କେରଳ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ସମବେଦନା ଜଣାଇଲେ ବାଲାଂଦେଶ ବୈଦେଶିକ ମନ୍ତ୍ରୀ ଏକେ ମୋମେନ ।

author img

By

Published : Aug 8, 2020, 4:54 PM IST

kerala plane crash
ମୃତକଙ୍କୁ ସମବେଦନା ଜଣାଇଲେ ବାଲାଂଦେଶ ବୈଦେଶିକ ମନ୍ତ୍ରୀ

ଢାକା: କେରଳ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ସମବେଦନା ଜଣାଇଲେ ବାଲାଂଦେଶ ବୈଦେଶିକ ମନ୍ତ୍ରୀ ଏକେ ମୋମେନ ।

ଶନିବାର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଏକେ ମୋମେନ କହିଛନ୍ତି, ‘କେରଳ କୋଝିକୋଡ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଘଟଣା ସମସ୍ତଙ୍କୁ ଗଭୀର ଚକିତ କରିଛି । ଏହି ଦୁର୍ଘଟଣାରେ ବହୁ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଏଣୁ ମୃତକଙ୍କ ପରିବାରକୁ ଆମର ଗଭୀର ସମବେଦନା ।

ଶୁକ୍ରବାର ସନ୍ଧ୍ୟା 7.40 ସମୟରେ ଦୁବାଇରୁ କୋଝିକୋଡ ବିମାନବନ୍ଦରକୁ ଆସୁଥିବା ଏୟାରଇଣ୍ଡିଆ ବିମାନ IX-1344 କେରଳ କରିପୁରସ୍ଥିତ କୋଝିକୋଡ ଠାରେ ରେନୱେ କ୍ରାସ ଲ୍ୟାଣ୍ଡିଂ କରିଥିଲା । ବିମାନଟି ରେନୱେରୁ ଖସିଯାଇ 30 ଫୁଟ ଗଭୀର ଖାଲରେ ପଡି ଦୁଇ ଖଣ୍ଡ ହୋଇଥିଲା । ଏହି ଦୁର୍ଘଟଣା କାରଣରୁ 2 ପାଇଟଲଙ୍କ ସମେତ 19 ଜଣଙ୍କର ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.