ETV Bharat / bharat

ବନ୍ୟାରେ ବେହାଲ ବିହାର, ଏଯାଁଏ ଗଲାଣି 158 ଜୀବନ

author img

By

Published : Jul 20, 2019, 12:55 PM IST

ବନ୍ୟା ବିଭୀଷିକାରେ ବେହାଲ ବିହାର । ମୃତ୍ୟୁ ସଂଖ୍ୟା ଧିରେଧିରେ ବୃଦ୍ଧି ପାଉଥିବା ବେଳେ ବନ୍ୟାରେ ସ୍ଥିତି ବିଗିଡ଼ିବାରେ ଲାଗିଛି । 12ଟି ଜିଲ୍ଲା ପ୍ରଭାବିତ ହେବା ସାଙ୍ଗକୁ 65 ଲକ୍ଷ ବିପନ୍ନ ଏବେ ସଂଘର୍ଷ ଚଳାଇଛନ୍ତି ।

ଫଟୋ ସୌଜନ୍ୟ: ବ୍ୟୁରୋ ଇନପୁଟ, ଇଟିଭି ଭାରତ

ଆସାମ/ପାଟଣା: ବର୍ତ୍ତମାନ ଦେଶରେ ହାହାକାର ମଚାଇଛି ଆସାମ ଓ ବିହାର ବନ୍ୟା ପରିସ୍ଥିତି । ପ୍ରତିଦିନ ଲକ୍ଷାଧିକ ଲୋକେ ପ୍ରଭାବିତ ହେବା ସହ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ଗତ କିଛି ଦିନର ଆସାମରେ ଲଗାଣ ବର୍ଷାରେ ଭୟଙ୍କର ହୋଇଉଠିଥିବା ବ୍ରହ୍ମପୁତ୍ର ନଦୀ ଆସାମକୁ ଝାରଖାର କରିଦେଇଥିବା ବେଳେ ବନ୍ୟା ବିଭୀଷିକାରେ ବେହାଲ ବିହାର ।

ଭିଡ଼ିଓ ସୌଜନ୍ୟ: ବ୍ୟୁରୋ ଇନପୁଟ, ଇଟିଭି ଭାରତ

ବିହାରର 12ଟି ଜିଲ୍ଲାର 65 ଲକ୍ଷ ଲୋକେ ପ୍ରଭାବିତ ହୋଇଥିବା 158 ଜଣଙ୍କର ମୃତ୍ୟୁ ହେଲାଣି । ସେପଟେ ଆସାମର ଉପର ଭାଗରେ ସୁଧାର ଆସୁଥିବେଳେ ଏବେ ବି ତଳିଆ ଅଞ୍ଚଳରେ ଆଶଙ୍କା ଘାରି ରହିଛି ।

ସେପଟେ ଆସାମରେ ଭାରତୀୟ ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ହେଲିକପ୍ଟର ଯୋଗେ ସ୍ଥିତି ପରଖିବା ପାଇଁ ବିହାରର ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ କେରଳକୁ ଭାରତୀୟ ପାଣିପାଗ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିବା ସହ ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକକୁ ମଧ୍ୟ ସତର୍କ ସୂଚନା ଦେଇଛି ବିଭାଗ । କେରଳରେ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ 7 ଜଣ ମତ୍ସ୍ୟଜୀବୀ ନିଖୋଜ ଥିବା ଜଣାପଡ଼ିଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.