ETV Bharat / bharat

ଅଶ୍ଳୀଳ ଆଚରଣ ମାମଲା: ଦିଲ୍ଲୀ ମେଟ୍ରୋକୁ ମହିଳା କମିଶନଙ୍କ ନୋଟିସ

author img

By

Published : Feb 15, 2020, 3:01 AM IST

ଦିଲ୍ଲୀ ମେଟ୍ରୋରେ ଜଣେ ଯୁବକ ପାଖରେ ବସିଥିବା ଯୁବତୀଙ୍କ ଆଗରେ ଅଶ୍ଳୀଳ ଆଚରଣ କରିଥିଲେ । ଯାହାକୁ ନେଇ ଯୁବତୀ ଜଣକ ମହିଳା କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ । ଏହି ମାମଲାରେ ମହିଳା କମିଶନ ଦିଲ୍ଲୀ ମେଟ୍ରୋକୁ ନୋଟିସ ଜାରି କରିଛି । ଅଧିକ ପଢନ୍ତୁ..

Delhi Women's Commission issued notice to Metro
ଅଶ୍ଳୀଳ ଆଚରଣ ମାମଲା: ଦିଲ୍ଲୀ ମେଟ୍ରୋକୁ ମହିଳା କମିଶନଙ୍କ ନୋଟିସ

ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋରେ ଜଣେ ଯୁବକ ପାଖରେ ବସିଥିବା ଯୁବତୀଙ୍କ ଆଗରେ ଅଶ୍ଳୀଳ ଆଚରଣ କରିଥିଲେ । ଯାହାକୁ ନେଇ ଯୁବତୀ ଜଣକ ମହିଳା କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ । ଏହି ମାମଲାରେ ମହିଳା କମିଶନ ଦିଲ୍ଲୀ ମେଟ୍ରୋକୁ ନୋଟିସ ଜାରି କରିଛି । ଏହି ଘଟଣାରେ ଉତ୍ତର ରଖିବାକୁ ମହିଳା କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

DCW: Delhi Women's Commission issued notice to Metro

ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟାରେ ଯୁବତୀ ଜଣକ ଅଫିସରୁ ମେଟ୍ରୋରେ ଫେରୁଥିଲେ । ସେହି ସମୟରେ ପାଖରେ ବସିଥିବା ଯୁବକ ଜଣକ ଯୁବତୀଙ୍କ ଆଗରେ ହସ୍ତମୈଥୁନ କରିଥିଲେ । ଏହାର କିଛି ସମୟ ପରେ ଯୁବକ ଜଣକ ବାଟରେ ଓହ୍ଲାଇଯାଇଥିଲେ ।

ଯୁବତୀ ଜଣକ ଏ ସଂପର୍କରେ ଗିଥୋର୍ଣ୍ଣି ମେଟ୍ରୋ ଥାନାରେ ଅଭିଯୋଗ କରିଛନ୍ତି । ଏହା ସହ ଯୁବକର ଫଟୋକୁ ନିଜ ଟ୍ବିଟରରେ ଉଲ୍ଲେଖ କରି ଘଟଣା ବର୍ଣ୍ଣନା କରିବା ସହ ଦିଲ୍ଲୀ ପୋଲିସ, ଡିଏମଆରସି ଓ ଦିଲ୍ଲୀ ମହିଳା କମିଶନରେ ଅଭିଯୋଗ କରିଥିଲେ । ଏହାପରେ ମହିଳା କମିଶନ ଦିଲ୍ଲୀ ମେଟ୍ରୋକୁ ନୋଟିସ ଜାରି କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.