ETV Bharat / bharat

ଡ୍ୟାନ୍ସ ଷ୍ଟେପରେ ଟ୍ରାଫିକ କଣ୍ଟ୍ରୋଲ - ନାଚି ନାଚି ଟ୍ରାଫିକ ସଚେତନତା

ନିଆରା ଉପାୟରେ ଟ୍ରାଫିକ ସଚେତନତା । ରାୟପୁରର ଜଣେ ଟ୍ରାଫିକ ପୋଲିସ ଡ୍ୟାନ୍ସ ଷ୍ଟେପରେ କରୁଛନ୍ତି ଟ୍ରାଫିକ କଣ୍ଟ୍ରୋଲ । ଆଗକୁ ପଢନ୍ତୁ..

Dancing traffic cop, raipur news
ଡ୍ୟାନ୍ସ ଷ୍ଟେପରେ ଟ୍ରାଫିକ କଣ୍ଟ୍ରୋଲ
author img

By

Published : Dec 7, 2019, 10:44 AM IST

ରାୟପୁର: ନୂତନ ଟ୍ରାଫିକ ନିୟମ ନେଇ ଆଜିକାଲିର ଲୋକଙ୍କୁ ସଚେତନ କରିବା ପାଇଁ ଟ୍ରାଫିକ ପୋଲିସ ବିଭିନ୍ନ ନୂତନ ପ୍ରଣାଳୀ ଆପଣାଉଛନ୍ତି । ଆଉ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ମଧ୍ୟ ଭାଇରାଲ ହୋଇଛି । ତେବେ ଛତିଶଗଡ ରାୟପୁରର ଜଣେ ଟ୍ରାଫିକ ପୋଲିସ ଡ୍ୟାନ୍ସ ଷ୍ଟେପରେ କରୁଛନ୍ତି ଟ୍ରାଫିକ କଣ୍ଟ୍ରୋଲ ।

ସେ ହେଉଛନ୍ତି 35 ବର୍ଷିୟ ମହମ୍ମଦ ମହଶିନ ଶେଖ । ଟ୍ରାଫିକ ସମସ୍ୟାକୁ ଆଖିରେ ରଖି ସେ ଏହି ଉପାୟ ଆପଣେଇଥିବା କହନ୍ତି । ଟ୍ରାଫିକ ୟୁନିଫର୍ମରେ ସେ ପ୍ରତିଦିନ ଆସି ନୃତ୍ୟ ମାଧ୍ୟମରେ ଲୋକଙ୍କୁ ଦିଅନ୍ତି ସଚେତନତାର ବାର୍ତ୍ତା । ସେ ତାଙ୍କର କାମକୁ ଖୁବ ଉପଭୋଗ କରନ୍ତି ବୋଲି କହିଛନ୍ତି ।

ଡ୍ୟାନ୍ସ ଷ୍ଟେପରେ ଟ୍ରାଫିକ କଣ୍ଟ୍ରୋଲ
ମଧ୍ୟପ୍ରଦେଶର ଟ୍ରାଫିକ ପୋଲିସ ରଞ୍ଜିତ ସିଂଙ୍କ ଏଭଳି ଷ୍ଟାଇଲ ମଧ୍ୟ ଲୋକଙ୍କୁ ଖୁବ ଭଲ ଲାଗିଥିଲା। ଏହାସହ ତାଙ୍କର କଥା ମାନି ଲୋକେ ସଚେତନ ମଧ୍ୟ ହେଉଥିଲେ । ରଞ୍ଜିତଙ୍କ ଠାରୁ ମୁଁ ପ୍ରେରଣା ପାଇଥିବା କହନ୍ତି ମହମ୍ମଦ । ଯାତ୍ରୀଙ୍କ ସମେତ ଟ୍ରାଫିକ ଡିସିପି ମଧ୍ୟ ତାଙ୍କର ଏହି ନିଆରା ଷ୍ଟାଇଲକୁ ପ୍ରଂଶସା କରିଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.