ETV Bharat / bharat

ମଦ ଦୋକୋନ ଆଗରେ ସାମାଜିକ ଦୁରତ୍ବ ରକ୍ଷା କରିଛନ୍ତି ବ୍ୟାଗ, ହେଲମେଟ ଓ ଜୋତା ! - liquor store

ଲକଡାଉନର ପ୍ରଭାବ । ମଦ ଦୋକୋନ ଆଗରେ ପାଣି ବୋତଲ, ଜୋତା ଓ ହେଲମେଟ ରଖି ସ୍ଥାନ ସଂରକ୍ଷିତ ରଖିଲେ ଗ୍ରାହକ । ଅଧିକ ପଢନ୍ତୁ...

Customers reserve their place by water bottles, shoes and helmets in front of the liquor store.
ମଦ ଦୋକୋନ ଆଗରେ ହେଲମେଟ ଓ ଜୋତା ରଖି ସ୍ଥାନ ସଂରକ୍ଷିତ କଲେ ଗ୍ରାହକ
author img

By

Published : May 5, 2020, 11:39 AM IST

ବେଙ୍ଗାଲୁରୁ : ଦେଶରେ ଜାରି ରହିଛି ଲକ ଡାଉନ । ହେଲେ କେତେକ ରାଜ୍ୟ ସରକାର ଲକ ଡାଉନକୁ କୋହଳ କରି ବିଭିନ୍ନ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ନୂଆଦିଲ୍ଲୀ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ଭଳି କେତେକ ରାଜ୍ୟରେ ମଦ ଦୋକାନ ଖୋଲାଯାଇଛି । ଫଳରେ ମଦ ଦୋକାନ ଗୁଡିକରେ ଅସମ୍ଭାଳ ଭିଡ ମଧ୍ୟ ଦେଖିବାକୁ ମିଳୁଛି ।

ଏପରିକି କିଛି ସ୍ଥାନରେ ଲୋକେ ନିଜେ ଲାଇନରେ ଛିଡା ନ ହୋଇ ସେହି ସ୍ଥାନରେ ନିଜର ବ୍ୟାଗ, ହେଲମେଟ, ପାଣି ବୋତୋଲ ଓ ସ୍ଲିପର ରଖି ନିଜ ସ୍ଥାନକୁ ସଂରକ୍ଷିତ ରଖିଛନ୍ତି । ଏଭିଳି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ହୁବିଲ ଅଞ୍ଚଳରେ ଥିବା ମଦ ଦୋକୋନ ସମ୍ମୁଖରେ । ଯେଉଁଠାରେ ଗ୍ରାହକମାନେ ଭିଡକୁ ଆଖି ଆଗରେ ରଖି ନିଜେ ନ ଛିଡା ହୋଇ ସେହି ସ୍ଥାନରେ ନିଜ ବ୍ୟବହୃତ ସାମଗ୍ରୀ ରଖିଛନ୍ତି ।

ସୌଜନ୍ୟ@ ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.