ETV Bharat / bharat

ଲକ ଡାଉନ ଅବଧି ବୃଦ୍ଧିକୁ ନେଇ ଚିଦାମ୍ବରମଙ୍କ ପ୍ରତିକ୍ରିୟା - tweet

ଲକ ଡାଉନ ଅବଧି ବୃଦ୍ଧିକୁ ନେଇ କହିଲେ ଚିଦାମ୍ବରମ୍ । ଏହି ଦିନ ଗରିବଙ୍କ ପାଇଁ ଆହୁରି କଷ୍ଟକର ହୋଇପଡିବ । ଅଧିକ ପଢନ୍ତୁ...

P Chidambaram On PM's Lockdown Extension
ଲକ ଡାଉନ ଅବଧି ବୃଦ୍ଧିକୁନେଇ କହିଲେ ଚିଦାମ୍ବରମ୍.
author img

By

Published : Apr 14, 2020, 5:15 PM IST

ନୂଆଦିଲ୍ଲୀ: "ମୋର ପ୍ରିୟ ଦେଶବାସୀ'' ଏବେ କାନ୍ଦନ୍ତୁ। ଏପରି କିଛି କହିଛନ୍ତି କଂଗ୍ରେସ ନେତା ପି.ଚିଦାମ୍ବରମ । ଦେଶରେ ଲକ ଡାଉନ ଅବଧି ବୃଦ୍ଧି ନେଇ ସେ ଏପରି କିଛି ଟ୍ୱିଟ କରିଛନ୍ତି। ସେ କହିଛନ୍ତି ଯେ ଲକ ଡାଉନ ଅବଧି ବୃଦ୍ଧି 21 ଦିନ ପରେ ମଧ୍ୟ ଆହୁରି 19 ଦିନ ଗରିବଙ୍କ ପାଇଁ ଆହୁରି କଷ୍ଚକର ହୋଇପଡିବ । ଦେଶର ସ୍ଥିତି ଖରାପ ହେବ ।

ପୂର୍ବତନ ଆରବିଆଇ ମୁଖ୍ୟ ରଘୁରାମ ରାଜନ, ନୋବେଲ ବିଜେତା ଅଭିଜିତ୍ ବାନାର୍ଜୀ, ଜାନ ଡ୍ରେଜେ ଏବଂ ପ୍ରଭାତ ପଟ୍ଟନାୟକଙ୍କ ଭଳି ବିଶେଷଜ୍ଞଙ୍କ ଲଡ ଡାଉନ ନେଇ ପରାମର୍ଶ ଦେଇଛନ୍ତି । କୋଭିଡ-19 ମାମଲାରେ ଭାରତ ୧୦ ହଜାରରୁ ଊର୍ଦ୍ଧ୍ବ ଅତିକ୍ରମ କଲାଣି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ 25 ମିନିଟର ସମ୍ବୋଧନ କହିଛନ୍ତି ଯେ, ସମସ୍ତେ ଏହି ପରାମର୍ଶକୁ ଧ୍ୟାନରେ ରଖି ମେ 3 ପର୍ଯ୍ୟନ୍ତ ଲକ ଡାଉନ୍ ବୃଦ୍ଧିକୁ ସମର୍ଥନ କରନ୍ତୁ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.