ETV Bharat / bharat

ସିଆରପିଏଫ ଯବାନଙ୍କୁ ସହକର୍ମୀଙ୍କ ହତ୍ୟା - ଆଭାଡିର ହେଭି ଭେହିକିଲ ଫ୍ୟାକ୍ଟ୍ରି

ଜଣେ ସିଆରପିଏଫ ଯବାନଙ୍କୁ ତାଙ୍କ ସହକର୍ମୀ ଗୁଳି କରି ହତ୍ୟା କରିଛନ୍ତି । ଚେନ୍ନାଇର ଆଭାଡିର ହେଭି ଭେହିକିଲ ଫ୍ୟାକ୍ଟ୍ରିରେ ଏହି ଘଟଣା ଦେଖିବାକୁ ମିଳିଛି ।

CRPF Soldier Shot dead at Chennai
ସିଆରପିଏଫ ଯବାନଙ୍କୁ ହତ୍ୟା କଲା ସହକର୍ମୀ
author img

By

Published : Jan 31, 2020, 1:34 PM IST

ଚେନ୍ନାଇ: ଜଣେ ସିଆରପିଏଫ ଯବାନଙ୍କୁ ତାଙ୍କ ସହକର୍ମୀ ଗୁଳି କରି ହତ୍ୟା କରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଚେନ୍ନାଇର ଆଭାଡିର ହେଭି ଭେହିକିଲ ଫ୍ୟାକ୍ଟ୍ରିରେ।

ଗତକାଲି ନାଇଟ ସିଫ୍ଟ ଶେଷ ହେବାପରେ ସିଆରପିଏଫ ଯବାନ ଗିରିଜା କୁମାରଙ୍କ ଉପରକୁ ତାଙ୍କ ସହକର୍ମୀ ନୀଳାମ୍ବର ସିହ୍ନା ଗୁଳି ଚଳାଇଥିଲେ । ଫଳରେ ଗିରିଜା ସେଠାରେ ଟଳି ପଡିଥିଲେ । ଗିରିଜାଙ୍କ ଶରୀରରେ 6ଟି ଗୁଳି ବାଜିଥିବା ଜଣାପଡିଛି ।

କାମ ଚାପରେ ନୀଳାମ୍ବର ସିହ୍ନା ମାନସିକ ଅସୁସ୍ଥ ରହିଥିବା ପୋଲିସ କହିଛି । ସେ ଏପରି କାମ କରି ଥାଇପାରନ୍ତି ବୋଲି ପୋଲିସ ଅନୁମାନ କରୁଛି । ମୃତ ଗିରିଜା କୁମାରଙ୍କ ଘର ହିମାଚଳ ପ୍ରଦେଶ ହୋଇଥିବା ବେଳେ ହତ୍ୟାକାରୀ ନୀଳାମ୍ବରର ଘର ତ୍ରିପୁରା ବୋଲି ଜଣାପଡିଛି ।

Intro:Body:

CRPF Soldier Shot dead at Chennai - 6 Bullets fired into head!

Heavy Vehicle Factory (HVF) was functioning at Aavadi, a small town in Chennai Suburban. 

In that HVF, Yesterday Night CRPF Soldier GirijeshKumar (48) was in duty as security personnel. As his shift had been over, another CRPF Soldier named as Nilambar Sinha came to HVF to took Charge. 

But Unfortunately, He opened fire at Girijeshkumar. Six bullets were pumped into his body. Investigation is on to find out the reason behind the shooting.

GirijeshKumar is from Himachal Pradesh and Sinha is from Tripura.  Sinha seems to be mentally ill because of excessive work pressure, Police Added.  

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.