ETV Bharat / bharat

2020ରେ ଜମ୍ମୁ କାଶ୍ମୀରରେ କମିଛି ସୀମାପାର ଅନୁପ୍ରବେଶ - ଜାମ୍ମୁ-କାଶ୍ମୀରେ କମିଛି ସୀମା ଅନୁପ୍ରବେଶ

ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ପ୍ରଶ୍ନକାଳ ଉଠିଯାଇଥିଲେ ବି ବିରୋଧୀଙ୍କ ପ୍ରଶ୍ନର ଲିଖିତ ଆକାରରେ ଉତ୍ତର ଦେଉଛନ୍ତି ସରକାର ।

Cross Border Intrusion
2020ରେ ଜାମ୍ମୁ-କାଶ୍ମୀରେ କମିଛି ସୀମା ଅନୁପ୍ରବେଶ
author img

By

Published : Sep 16, 2020, 3:55 PM IST

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ପ୍ରଶ୍ନକାଳ ଉଠିଯାଇଥିଲେ ବି ବିରୋଧୀଙ୍କ ପ୍ରଶ୍ନର ଲିଖିତ ଆକାରରେ ଉତ୍ତର ଦେଉଛନ୍ତି ସରକାର । ସେହିପରି ଜାମ୍ମୁ-କାଶ୍ମୀରରେ ହୋଇଥିବା ପଡୋଶୀ ରାଷ୍ଟ୍ରର ଅନୁପ୍ରବେଶ ବିଷୟରେ ଏକ ପ୍ରଶ୍ନର ଉତ୍ତର ଦେଇଛନ୍ତି ସରକାର । ସର୍ବମୋଟ 176 ଥର ପଡୋଶୀ ଦେଶ ଅନୁପ୍ରବେଶ ଉଦ୍ୟମ କରିଛି ।

2019 ଅଗଷ୍ଟରୁ 2020 ଜୁଲାଇ ଯାଏଁ ହୋଇଥିବା ଅନୁପ୍ରବେଶ ବିଷୟରେ ସୂଚନା ଦେଇଛନ୍ତି ସରକାର-

  1. ଅଗଷ୍ଟ 2019- 48ଥର ଉଦ୍ୟମ କରାଯାଇଥିବା ବେଳେ 32ଥର ଆନୁମାନିକ ଅନୁପ୍ରବେଶ
  2. ସେପ୍ଟେମ୍ବର 2019- 40 ଥର ଉଦ୍ୟମ ହୋଇଥିବାବେଳେ 36 ଥର ଆନୁମାନିକ ଅନୁପ୍ରବେଶ
  3. ଅକ୍ଟୋବର 2019- 26ଥର ଚେଷ୍ଟା କରିଛନ୍ତି, 12ଥର ଆନୁମାନିକ ଅନୁପ୍ରବେଶ
  4. ନଭେମ୍ବର 2019- 6ଥର ଅନୁପ୍ରେବଶ ଉଦ୍ୟମ
  5. ଡିସେମ୍ବର 2019-9ଥର ଉଦ୍ୟମ, 3 ଥର ଆନୁମାନିକ ଅନୁପ୍ରବେଶ
  6. ଜାନୁଆରୀ 2020- 3 ଥର ଉଦ୍ୟମ କରି 3 ଥର ଯାକ ଆନୁମାନିକ ଅନୁପ୍ରବେଶ
  7. ଫେବୃଆରୀ 2020- ଥରେ ବି ଅନୁପ୍ରବେଶ ହୋଇନାହିଁ
  8. ମାର୍ଚ୍ଚ 2020- 3 ଥର ଅନୁପ୍ରବେଶ କରିବାକୁ ଚେଷ୍ଟା ଓ ଆନୁମାନିକ ଅନୁପ୍ରବେଶ
  9. ଏପ୍ରିଲ 2020- 23ଥର ଚେଷ୍ଟା, 18ଥର ଆନୁମାନିକ ଅନୁପ୍ରବେଶ
  10. ମେ 2020- 8ଥର ଚେଷ୍ଟା, 4ଥର ଆନୁମାନିକ ଅନୁପ୍ରବେଶ
  11. ଜୁନ 2020- ଥରେ ବି ଅନୁପ୍ରବେଶ ହୋଇନାହିଁ
  12. ଜୁଲାଇ 2020- 10 ଥର ଅନୁପ୍ରବେଶ କରିବାକୁ ଚେଷ୍ଟା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.