ETV Bharat / bharat

କଙ୍ଗୋ ଭଳି ଦେଶରେ ଏଭଳି ବିଶ୍ୱାସ, ହର୍ବାଲ୍ ଡ୍ରିଙ୍କସ୍ ପିଇଲେ ହେବ କୋରୋନା ଗାଏଵ !

କଙ୍ଗୋ ଭଳି କିଛି ଦେଶର ଲୋକମାନଙ୍କ ବିଶ୍ଵାସ ଏହି କି ଯେ, “ହର୍ବାଲ ଡ୍ରିଂକ୍ସ” ପିଇଲେ କୋରୋନା ରୋଗ ଗାଏଵ ହୋଇଯିବ। ତାଞ୍ଜାନିୟାର ରାଷ୍ଟ୍ରପତି ନିଜ ଦେଶ ବାସୀଙ୍କୁ ଶପଥ କରିଛନ୍ତି କି, ଏହି ହର୍ବାଲ ଡ୍ରିଂକ୍ସ ମାଗାଡାସ୍କାର ରୁ ସ୍ୱତନ୍ତ୍ର ବିମାନ ଯୋଗେ ଆଣାଯିଵ। ତାଞ୍ଜାନିଆ ଏବଂ କଙ୍ଗୋର ରାଷ୍ଟ୍ରପତି ଏହି ହର୍ବାଲ ଡ୍ରିଂକ୍ସକୁ କରୋନାର ପ୍ରତିଶୋଧକ ଭାବେ ତୁଳନା କରୁଛନ୍ତି।

covid-organics
କଙ୍ଗୋ ଭଳି ଦେଶରେ ଏଭଳି ବିଶ୍ୱାସ, ହର୍ବାଲ୍ ଡ୍ରିଙ୍କସ୍ ପିଇଲେ ହେବ କୋରୋନା ଗାଏଵ !
author img

By

Published : May 4, 2020, 3:29 PM IST

ମୁମ୍ବାଇ: ଏଯାଏଁ କୋରୋନା ସହ ମୁକାବିଲା ପାଇଁ କୌଣସି ଔଷଧ, ଭ୍ୟାକସିନ୍ କିମ୍ବା ପ୍ରତିଷେଧକ ବ୍ୟଵସ୍ଥା ହୋଇପାରି ନାହିଁ। ସାରା ଦୁନିଆ ଚିନ୍ତାରେ। ଆଶଙ୍କାରେ ଭ୍ୟାକସିନ୍ ପରୀକ୍ଷଣ କିନ୍ତୁ ଚର୍ଚ୍ଚାକୁ ଆସିଛି ଗୋଟିଏ ରୋଚକ ତଥ୍ୟ।ସାରା ଦୁନିଆର ବୈଜ୍ଞାନିକ କୋଭିଡ-୧୯ ର ପ୍ରତିଶୋଧକ ଟୀକା କେଵେ ଆଣୁଛନ୍ତି, ଚାହିଁ ରହିଛି ବିଶ୍ଵ ହେଲେ କାରଣ ଖୋଜିବାରେ ବ୍ୟସ୍ତ/ଵିଵ୍ରତ ଥିବା କଙ୍ଗୋ ଭଳି କିଛି ଦେଶର ଲୋକମାନଙ୍କ ବିଶ୍ଵାସ ଏହି କି ଯେ, “ହର୍ବାଲ ଡ୍ରିଂକ୍ସ” ପିଇଲେ କୋରୋନା ରୋଗ ଗାଏଵ ହୋଇଯିବ।

ତାଞ୍ଜାନିୟା ର ରାଷ୍ଟ୍ରପତି ନିଜ ଦେଶ ବାସୀଙ୍କୁ ଶପଥ କରିଛନ୍ତି କି, ଏହି ହର୍ବାଲ ଡ୍ରିଂକ୍ସ ମାଗାଡାସ୍କାର ରୁ ସ୍ୱତନ୍ତ୍ର ବିମାନ ଯୋଗେ ଆଣାଯିଵ। ତାଞ୍ଜାନିଆ ଏବଂ କଙ୍ଗୋର ରାଷ୍ଟ୍ରପତି ଏହି ହର୍ବାଲ ଡ୍ରିଂକ୍ସକୁ କରୋନାର ପ୍ରତିଶୋଧକ ଭାବେ ତୁଳନା କରୁଛନ୍ତି।

ଏହି ହର୍ବାଲ ଡ୍ରିଂକ୍ସ ଆର୍ଟମିଜିଆ ନାମକ ଏକ ବନସ୍ପତିରୁ ତିଆରି ହୋଇଥାଏ। ଏହି ଡ୍ରିଂକ୍ସ ମାଧ୍ୟମରେ ମ୍ୟାଲେରିଆ ଭଳି ମାରାତ୍ମକ ରୋଗ ର ମଧ୍ୟ ଚିକିତ୍ସା ହୋଇପାରିବ। ମାର୍ଚ୍ଚ ମାସରେ ଆମେରିକାର ନ୍ୟାସନାଲ୍ ସେଣ୍ଟର ଫୋର୍ କମ୍ପ୍ଲିମେଣ୍ଟାରୀ ଏବଂ ଇନଟିଗ୍ରୀଟି ହେଲଥ୍ କରୋନା ଜୀବାଣୁର ନାଶ ପାଇଁ ସହଜ ଉପାୟ ଯଥା ହର୍ବଲ ଥେରାପି ବାହାର କରିଛନ୍ତି। ଏବଂ ତାହାର ବ୍ୟବହାର ଉପରେ କଟକଣା ଲଗାଯାଇଛି। ଏବଂ ଏୟା ଦର୍ଶେଇଛି କି, କୋରୋନା ଜୀବାଣୁରୁ ବଂଚିବାର ସଠିକ ରାସ୍ତା ଏବଂ ସଂକ୍ରମଣ ରୋକିବା ପାଇଁ ପ୍ରଚେଷ୍ଟା ଜାରି ଅଛି। ଖୁବ ଶୀଘ୍ର ଏହାର ଉପଚାର ବାହାରିଯିବ।

କିନ୍ତୁ ତା ପରେ ମଧ୍ୟ ହର୍ବାଲ ଡ୍ରିଂକ୍ସ ଆଉ ଚାହାର ଡିମାଣ୍ଡ ଆଫ୍ରିକା ଦେଶରେ ବଢିବାର ଲାଗିଛି। ଏବଂ ମାଡାଗାସ୍କର ର ସରକାର ତାଙ୍କ ରାଷ୍ଟ୍ରଦୂତଙ୍କୁ ଏହି ହର୍ବାଲ ଡ୍ରିଂକ୍ସ ର ବଜାର ପ୍ରବେଶର ଭାର କାର୍ଯ୍ୟ ଦେଇଛନ୍ତି। କୋଭିଡ୍ ଅର୍ଗାନିକ୍ସ ର ନାମରେ ବଜାର ପ୍ରବେଶ ହବ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ପଷ୍ଟ ଦର୍ଶାଇଦେଇଛି କି, କୋରୋନା ଜୀଵାଣୁର କୌଣସି ପ୍ରତିଷେଧକ ଉପଚାର ନାହିଁ। ଏବଂ ସରକାରଙ୍କ ଦ୍ୱାରା ଦିଆ ଯାଇଥିବା ଗାଇଡ଼ ଲାଇନ୍ ମାନିକି ଚାଳିବା ପାଇଁ ଅନୁରୋଧ କରିଛି।

ଏହି ଡ୍ରିଂକ୍ସଟିକୁ ମେଡଗାସ୍କରର ରାଷ୍ଟ୍ରପତିଙ୍କ ଚିଫ୍ ଅଫ୍ ଷ୍ଟାଫ୍ ଏକ ପ୍ରମୁଖ ଗଣମାଧ୍ୟମକୁ ଦର୍ଶାଇଛନ୍ତି ଯେ, ଗତ ୩ ସପ୍ତାହ ଧରି ସେ ୨୦ ଜଣଙ୍କ ଉପରେ ପରୀକ୍ଷା କରି ସାରିଲେଣି ଏବଂ ପରୀକ୍ଷଣ ପରେ ହିଁ ବଜାର ପ୍ରବେଶ କରାଯାଉଛି। ଅନ୍ୟପକ୍ଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ଲୋକ ମାନେ କିଛି ବି ନିଜ ମନରୁ ରୋଗର ପ୍ରତିଷେଧକ ଭାବି କୌଣସି ଵି ଔଷଧ ଖାଆନ୍ତୁ ନାହିଁ। ଏହି ଜୀଵାଣୁର ମୁକାବିଲା କରିବା ପାଇଁ ଏବେ ଯାଏ ମଧ୍ୟ ପ୍ରଚେଷ୍ଟା ଜାରି ଅଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.