ETV Bharat / bharat

ଭାରତରେ କୋରୋନା ଆକ୍ରାନ୍ତ 519, ମୃତ୍ୟୁ 9: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ - coronavirus updates

ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ ମଙ୍ଗଳବାର ଦେଶରେ କୋରୋନା ଭାଇରସ ରିପୋର୍ଟ 519 ରେ ପହଞ୍ଚିଛି। ଏହି ସଂଖ୍ୟାରୁ 470 ଟି ପଜେଟିଭ ରିପୋର୍ଟ ଥିବା ବେଳେ 39 ଜଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି । କୋରୋନା ଭାଇରସରେ ମୃତକଙ୍କ ସଂଖ୍ୟା 9ରେ ପହଞ୍ଚିଛି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Mar 24, 2020, 8:18 PM IST

ନୂଆଦିଲ୍ଲୀ: କୋରୋନା ପ୍ରକୋପ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ ମଙ୍ଗଳବାର ଦେଶରେ କୋରୋନା ଭାଇରସ ରିପୋର୍ଟ 519 ରେ ପହଞ୍ଚିଛି। ଏହି ସଂଖ୍ୟାରୁ 470 ଟି ପଜେଟିଭ ରିପୋର୍ଟ ଥିବା ବେଳେ 39 ଜଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି । କୋରୋନା ଭାଇରସରେ ମୃତକଙ୍କ ସଂଖ୍ୟା 9ରେ ପହଞ୍ଚିଛି ।

ମହାରାଷ୍ଟ୍ରରେ କୋରୋନାରେ ଚାରିଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସଂକ୍ରମିତ ସଂଖ୍ୟା 107 ରେ ପହଞ୍ଚିଛି । ସେହିପରି କେରଳ 91 ଟି ଏବଂ କର୍ଣ୍ଣାଟକ 41 ରିପୋର୍ଟ ରହିଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଅନୁଯାୟୀ, ୟୁପିରେ 33 ଟି ମାମଲା ରହିଛି ଏବଂ 11 ଜଣ ଲୋକ ସୁସ୍ଥ ହୋଇଛନ୍ତି । ପଶ୍ଚିମବଙ୍ଗରେ 9 ଟି ମାମଲା ସହିତ ଜଣେ ମୃତ, ଉତ୍ତରାଖଣ୍ଡରେ 3 ଏବଂ ଲଦାଖ 13 ଟି ସଂକ୍ରମଣ ରିପୋର୍ଟ ରହିଛି ।

ତେଲେଙ୍ଗାନାରେ 35, ପଞ୍ଜାବରେ ଗୋଟିଏ ମୃତ୍ୟୁ ରିପୋର୍ଟ ସହ ସଂକ୍ରମଣ ରିପୋର୍ଟ 29, ରାଜସ୍ଥାନ ଏବଂ ଗୁଜୁରାଟରେ ଯଥାକ୍ରମେ , 32 ଏବଂ 33 କୋରୋନା ରିପୋର୍ଟ ସାମ୍ନାକୁ ଆସିଛି । ମଙ୍ଗଳବାର ଉତ୍ତର-ପୂର୍ବ ଭାରତର ରାଜ୍ୟ ମଣିପୁର ଏହାର ପ୍ରଥମ ମାମଲା ରିପୋର୍ଟ ମଙ୍ଗଳବାର ହୋଇଛି ।

ଦେଶରେ ସମଗ୍ର ବିମାନବନ୍ଦରରେ ମଙ୍ଗଳବାର ପର୍ଯ୍ୟନ୍ତ 15,24,266 ଯାତ୍ରୀଙ୍କୁ ସ୍କ୍ରିନିଂ କରାଯାଇଥିଲା ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।

@ANIଇନପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.