ETV Bharat / bharat

ଚଳିତ ବର୍ଷ ଶେଷ ସୁଦ୍ଧା ଲକ୍ଷାଧିକ ପିଲାଙ୍କୁ ସ୍କୁଲରୁ ବାହାର କରାଯାଇପାରେ:ଡବ୍ଲୁଏଚଓ

କୋରୋନା ମହାମାରୀ ବିଶ୍ବର 188 ଦେଶରେ ନିଜର କାୟା ବିସ୍ତାର କରିଛି । ଏହା ମଧ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅତ୍ୟାବଶ୍ୟକ ସ୍ବାସ୍ଥ୍ୟ ସେବା ଆହ୍ବାନ ଦେଇଥିବା ବେଳେ ବିଶ୍ବାବାସୀଙ୍କୁ ଚେତାବନୀ ଦେଇଛନ୍ତି ।

author img

By

Published : Jul 18, 2020, 1:55 PM IST

who
ଚଳିତ ବର୍ଷ ଶେଷ ସୁଦ୍ଧା 9.7 ପିଲାଙ୍କୁ ସ୍କୁଲରୁ ବାହାର କରାଯାଇପାରେ

ନୂଆଦିଲ୍ଲୀ:କୋରୋନା ମହାମାରୀ ବିଶ୍ବର 188 ଦେଶରେ ନିଜର କାୟା ବିସ୍ତାର କରିଛି । ଏହା ମଧ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅତ୍ୟାବଶ୍ୟକ ସ୍ବାସ୍ଥ୍ୟ ସେବା ଆହ୍ବାନ ଦେଇଥିବା ବେଳେ ବିଶ୍ବାବାସୀଙ୍କୁ ଚେତାବନୀ ଦେଇଛନ୍ତି । କୋରୋନା ବିଶ୍ବବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ବହୁ ଦେଶ ଏପରିକି ଆଫ୍ରିକା ଏବଂ ମିଡିଲ ଇଷ୍ଟ ଦୀର୍ଘ ବର୍ଷରୁ ବହୁ ବିବାଦ ଏବଂ ଅନ୍ୟ ମାନବୀୟ ସଙ୍କଟର ସାମ୍ନା କରୁଥିବା ଡବ୍ଲୁଏଚଓ ଡିଜି ଟେଡ୍ରୋସ ଆଧାନମ ଘେବ୍ରେୟେସସ କହିଛନ୍ତି ।

ସେ କହିଛନ୍ତି, ମହାମାରୀ ଏବଂ ପ୍ରତିବନ୍ଧକ 220 ମିଲିୟନ ଲୋକଙ୍କ ଉପରେ ବର୍ତ୍ତମାନ ଦାଉ ସାଧିଛି । ମାତ୍ର ତଥାକଥିତ ଲକଡାଉନ ଏବଂ ପ୍ରତିବନ୍ଧକର ପ୍ରଭାବ ଆକଳନ କରିବା କଷ୍ଟସାଧ୍ୟ ହେବ । କାରଣ ଗତ ବର୍ଷର 690 ମିଲିୟନ ଲୋକଙ୍କ ତୁଳନାରେ 2020ରେ 132 ମିଲିୟନରୁ ଅଧିକ ଲୋକ ଭୋକ ଉପାସରେ ରହିପାରନ୍ତି ।

ଡବ୍ଲୁଏଚଓ ମୁଖ୍ୟଙ୍କ ଅନୁଯାୟୀ, ଶିକ୍ଷା ପାଇଁ ବଜେଟ କାଟ ଏବଂ ମହାମାରୀ କାରଣରୁ ବଢୁଥିବା ଦାରିଦ୍ରତା କାରଣରୁ ଚଳିତ ବର୍ଷ ଶେଷ ସୁଦ୍ଧା ପାଖାପାଖି 9.7 ଲକ୍ଷେ ପିଲାଙ୍କୁ ସ୍କୁଲରୁ ବାହାର କରାଯାଇପାରେ ।

ଏହାମଧ୍ୟରେ ମାନବୀୟ ସେଟିଙ୍ଗ ଉପରେ ମହାମାରୀର ଆର୍ଥିକ ପ୍ରଭାବ ପୂର୍ବରୁ ଆକ୍ଟିଭ ଥିବା ସ୍ଥିତିକୁ ବଢାଇପାରେ । ଯାହା ଫଳରେ ଡିସପ୍ଲେସମେଣ୍ଟ, ଖାଦ୍ୟଅଭାବ, ପୋଷଣ ଅଭାବ, ଜରୁରୀକାଳୀନ ସେବାରେ ଅଭାବ ଏବଂ ମାନସିକ ସ୍ୟାସ୍ଥ୍ୟ ସମସ୍ୟା ଉପୁଜିବ ବୋଲି ଡବ୍ଲୁଏଚଓ ମୁଖ୍ୟ କହିଛନ୍ତି ।

କୋରୋନା ମହାମାରୀ ଆମକୁ ଏହା ଶିକ୍ଷା ଦେଇଛି ଯେ, ସ୍ବାସ୍ଥ୍ୟ ଏକ ଦାମୀ ଜିନିଷ ନୁହେଁ । ଏହା ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ଷ୍ଟାବିଲିଟୀର ମୂଳଦୂଆ ଅଟେ । ମହାମାରୀର ପ୍ରଭାବ ସ୍ବାସ୍ଥ୍ୟ ଠାରୁ ବହୁ ଦୂରରେ ରହିଥାଏ । ଯାହାର ଆବଶ୍ୟକତା ବିଶେଷ କରି ଗରିବ ଏବଂ ସବୁଠାରୁ ଦୁର୍ବଳ ଦେଶମାନଙ୍କ ପାଇଁ ହୋଇଥାଏ ବୋଲି ଡବ୍ଲୁଏଚଓ ମୁଖ୍ୟ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.