ETV Bharat / bharat

ତେଲେଙ୍ଗାନାରେ ଶୁକ୍ରବାର 499 ପଜେଟିଭ କେସ, 3 ମୃତ୍ୟୁ ରିପୋର୍ଟ

author img

By

Published : Jun 20, 2020, 8:47 AM IST

ତେଲେଙ୍ଗାନାରେ ଶୁକ୍ରବାର 499 କୋଭିଡ ମାମଲା ରିପୋର୍ଟ ହୋଇଛି । ଏଥିସହ ତେଲେଙ୍ଗାନାରେ କୋରୋନାରେ 3ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ 198 ଜଣଙ୍କ ମୃତ୍ୟୁ ଘଟିଛି ।

Covid-19: Telangana
Covid-19: Telangana

ହାଇଦ୍ରାବାଦ: ତେଲେଙ୍ଗାନାରେ ଶୁକ୍ରବାର 499 କୋଭିଡ ମାମଲା ରିପୋର୍ଟ ହୋଇଛି । ଏଥିସହ ତେଲେଙ୍ଗାନାରେ କୋରୋନାରେ 3ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ 198 ଜଣଙ୍କ ମୃତ୍ୟୁ ଘଟିଛି ।

ଶୁକ୍ରବାର ମୋଟ 499 ପଜିଟିଭ୍ ମାମଲା ପରେ ତେଲେଙ୍ଗାନାରେ ସମୁଦାୟ ମାମଲା 6526ରେ ପହଞ୍ଚିଛି । ସେହିପରି ଶୁକ୍ରବାର 51 ରୋଗୀଙ୍କୁ ଡିସଚାର୍ଜ କରାଯାଇଛି । ଫଳରେ ରାଜ୍ୟରେ ମୋଟ ଆରୋଗ୍ୟ ହାର 3352ରେ ପହଞ୍ଚିଛି । ଏହାସହ ବର୍ତ୍ତମାନ ରାଜ୍ୟରେ ମୋଟ ସକ୍ରିୟ ମାମଲା 2,976ରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.