ETV Bharat / bharat

କୋରୋନା କାଳ, ଥିରୁଅନନ୍ତପୁରମରେ ଧାରା 144 ଜାରି

author img

By

Published : Oct 3, 2020, 12:40 PM IST

କେରଳ ଥିରୁଅନନ୍ତପୁରମରେ ଧାରା 144 ଜାରି । ଯାହାଫଳରେ ଗୋଟିଏ ସ୍ଥାନରେ ଏକ ସମୟରେ ପାଞ୍ଚ କିମ୍ବା ଅଧିକ ଲୋକଙ୍କ ସମାବେଶକୁ ବାରଣ କରାଯାଇଛି । କୋରୋନା ଭୟାବହତାକୁ ନେଇ ରାଜ୍ୟରେ ଏହାକୁ ଲାଗୁ କରାଯାଇଛି।

କୋରୋନା କାଳ, ଥିରୁଅନନ୍ତପୁରମରେ ଧାରା 144 ଜାରି
କୋରୋନା କାଳ, ଥିରୁଅନନ୍ତପୁରମରେ ଧାରା 144 ଜାରି

ଥିରୁଅନନ୍ତପୁରମ:କେରଳରେ କମୁନି କୋରୋନା । ଭାଇରସ ଭୟ ବଢିଚାଲିଥିବା ବେଳେ କାବୁ କରିବାରେ ସରକାର ନାକେଦମ । ତେବେ ଦେଶରେ ବିଭିନ୍ନ ସ୍ଥାନରେ ଏବେ ଅନଲକ ପର୍ଯ୍ୟାୟ ଜାରି ରହିଥିଲେ ଲକ ହୋଇ ରହିଛି କେରଳ। ଅକ୍ଟୋବର 31 ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ ଲାଗୁ କରାଯାଇଛି।

ଏପଟେ ସିଆରପିସିର ଧାରା 144 ଧାରା ଲାଗୁହୋଇଛି । ଯାହାଫଳରେ ଗୋଟିଏ ସ୍ଥାନରେ ଏକ ସମୟରେ ପାଞ୍ଚ କିମ୍ବା ଅଧିକ ଲୋକଙ୍କ ସମାବେଶକୁ ବାରଣ କରାଯାଇଛି।

କୋଭିଡ୍ 19 ମାମଲାରେ କେରଳ ସର୍ବାଧିକ ଦିନିକିଆ ରିପୋର୍ଟ କରିଛି । ଯାହା ରାଜ୍ୟରେ ସଂକ୍ରମିତ ଲୋକଙ୍କ ସକ୍ରିୟ ସଂଖ୍ୟାକୁ 77,482ରେ ପହଞ୍ଚାଇଛି। ଜିଲ୍ଲା ପରିପ୍ରେକ୍ଷୀରେ ନୂତନ ମାମଲାଗୁଡ଼ିକର ସଂଖ୍ୟା ହେଉଛି: କୋଜିକୋଡେରେ(1,146 ) , ଥିରୁବନନ୍ତପୁରମ୍ ରେ (1,096) , ଏର୍ନାକୁଲମ୍ ରେ (1,042 ),ମାଲାପୁରମରେ (1,016 ), କୋଲାମ ରେ (892), ଥ୍ରୀସୁର ରେ (812) ରହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.