ETV Bharat / bharat

ହସ୍ପିଟାଲରେ ରୋଜା ପାଳିଲେ କୋଭିଡ-19 ଆକ୍ରାନ୍ତ

author img

By

Published : Apr 25, 2020, 8:22 PM IST

ହସ୍ପିଟାଲରେ ରୋଜା ପାଳନ କଲେ କୋଭିଡ-19 ଆକ୍ରାନ୍ତ । ଗୁଜୁରାଟର ଅହମଦାବାଦ ହସ୍ପିଟାଲରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଅଧିକ ପଢନ୍ତୁ...

covid-19 patient celebrate roja at ahmedabad hospital
ହସ୍ପିଟାଲରେ ରୋଜା ପାଳନ କଲେ କୋଭିଡ-19 ଆକ୍ରାନ୍ତ

ଗାନ୍ଧିନଗର: ଆଜି ରମଜାନର ପବିତ୍ର ମାସ ଆରମ୍ଭ ହୋଇଛି । ଲକ ଡାଉନ ଯୋଗୁଁ ପ୍ରତ୍ୟେକ ମୁସଲିମ ସଂପ୍ରଦାୟର ଲୋକ ନିଜ ଘରେ ପାଳିଛନ୍ତି ଏହି ପବିତ୍ର ପର୍ବ । ତେବେ ବର୍ତ୍ତମାନ କୋରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ମୁସଲିମ ରୋଗୀ ମଧ୍ୟ କରିଛନ୍ତି ପ୍ରାର୍ଥନା ।

ଗୁଜୁରାଟ ଅହମଦାବାଦର ସିଭିଲ ହସ୍ପିଟାଲରେ ଥିବା କୋରୋନା ଆକ୍ରାନ୍ତ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ । ରୋଗୀଙ୍କ ଅନୁରୋଧ ଗ୍ରହଣ କରିବା ପରେ ସେମାନେ ପ୍ରାର୍ଥନା କରିଛନ୍ତି। ମୋଟ 472 କୋଭିଡ-19 ପଜିଟିଭ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

@ANI

For All Latest Updates

TAGGED:

gujurat news
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.