ETV Bharat / bharat

ଦେଶରେ 24 ଘଣ୍ଟାରେ 3722 କୋରୋନା ପଜିଟିଭ, 134 ମୃତ୍ୟୁ ରେକର୍ଡ - ଦେଶରେ 24 ଘଣ୍ଟାରେ 3722 କୋରୋନା ପଜିଟିଭ

ଦେଶରେ 24 ଘଣ୍ଟାରେ 3722 କୋରୋନା ପଜିଟିଭ, 134 ମୃତ୍ୟୁ ରେକର୍ଡ

author img

By

Published : May 14, 2020, 10:17 AM IST

09:54 May 14

ଦେଶରେ 24 ଘଣ୍ଟାରେ 3722 କୋରୋନା ପଜିଟିଭ, 134 ମୃତ୍ୟୁ ରେକର୍ଡ

ଦେଶରେ 24 ଘଣ୍ଟାରେ 3722 କୋରୋନା ପଜିଟିଭ, 134 ମୃତ୍ୟୁ ରେକର୍ଡ
ଦେଶରେ 24 ଘଣ୍ଟାରେ 3722 କୋରୋନା ପଜିଟିଭ, 134 ମୃତ୍ୟୁ ରେକର୍ଡ

ନୂଆଦିଲ୍ଲୀ: ଦେଶରେ ଗତ 24 ଘଣ୍ଟା ମଧ୍ୟରେ 3722କୋରୋନା ପଜିଟିଭ ଓ 134 ମୃତ୍ୟୁ ରେକର୍ଡ କରାଯାଇଛି । ଫଳରେ ଦେଶର ମୋଟ ପଜିଟିଭ ସଂଖ୍ୟା 78003କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା 2549ରେ ପହଞ୍ଚିଛି ।

ସେହିପରି ବର୍ତ୍ତମାନ ସୁଦ୍ଧା 49219 ଜଣ ଚିକିତ୍ସିତ ହେଉଥିବା ବେଳେ 26235 ଜଣ ସୁସ୍ଥ ହୋଇଥିବା ଜଣାପଡିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ମହାରାଷ୍ଟ୍ରରେ ସର୍ବାଧିକ 25922 ଜଣ କୋରୋନା ପଜିଟିଭ ଚିହ୍ନଟ କରାଯାଇଥିବା ବେଳେ ଗୁଜୁରାଟରେ 9267, ଦିଲ୍ଲୀରେ 7998, ତାମିଲନାଡୁରେ 9227, ରାଜସ୍ଥାନରେ 4328, ମଧ୍ୟପ୍ରଦେଶରେ 4173, ଉତ୍ତରପ୍ରଦେଶରେ 3729, ଆନ୍ଧ୍ରପ୍ରଦେଶରେ 2137,  ତେଲେଙ୍ଗାନା 1367, କର୍ଣ୍ଣାଟକରେ 959, ଓଡିଶାରେ 611 ଓ କେରଳରେ 534 ରହିଛି ।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 975 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ 566, ମଧ୍ୟପ୍ରଦେଶରେ 232, ଦିଲ୍ଲୀରେ 106, ଆନ୍ଧ୍ରପ୍ରଦେଶରେ 47, ତାମିଲନାଡୁରେ 64, କର୍ଣ୍ଣାଟକରେ 33 ଓ ତେଲେଙ୍ଗାନାରେ 34 ଜଣଙ୍କ ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.