ETV Bharat / bharat

ଲକଡାଉନ ନିୟମ ଉଲ୍ଲଂଘନ, କଟିଲା 51 ଚାଲାଣ

ଦେଶରେ ଜାରି ରହିଛି ଲକଡାଉନ । ଏହି ସମୟରେ ନିୟମ ନମାନି ଗାଡିଚଳାଇବା କିଛି ଲୋକଙ୍କୁ ପଡିଛି ମହଙ୍ଗା । ଅଧିକ ପଢନ୍ତୁ...

covid-19
ଲକଡାଉନ ନିୟମ ଉଲ୍ଲଂଘନ, କଟିଲା 51 ଚାଲାଣ
author img

By

Published : Apr 8, 2020, 10:17 AM IST

ଲକ୍ଷ୍ନୌ: କୋରୋନା ଭାଇରସ କାରଣରୁ ଦେଶରେ ତାଲା ବନ୍ଦ ଜାରି ରହିଛି । ବର୍ତ୍ତମାନ ସବୁ ସ୍ଥାନରେ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଏହି କ୍ରମରେ ଗୌତମ ବୁଦ୍ଧ ନଗର ପୋଲିସ ମଙ୍ଗଳବାର ନିୟମ ଉଲ୍ଲଙ୍ଘନ କରିଥିବା 51ଟି ଗାଡିର ଚାଲାଣ କାଟିଛି ।

ସିଆରପିସି ଧାରା 144କୁ ଉଲ୍ଲଂଘନ କରିଥିବା ନେଇ ପୋଲିସ ଆଇପିସି ଧାରା ଅନୁଯାୟୀ,188 OID ଦାଖଲ କରି 6 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ସମୟ ମଧ୍ୟରେ ସମୁଦାୟ 418 ଟି ଯାନ ଯାଞ୍ଚ କରାଯାଇଥିଲା, ସେଥିମଧ୍ୟରୁ 51ଟି ଗାଡିର ଚାଲାଣ କଟାଯିବା ସହ 5ଟି ଗାଡି ଜବତ କରାଯାଇଥିଲା।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.