ETV Bharat / bharat

ପୁନଃବ୍ୟବହୃତ ପିପିଇ କିଟ ତିଆରି କଲା ଗୁଜୁରାଟର କମ୍ପାନୀ

କୋରୋନା ମହାମାରୀ ସମୟରେ ପୁନଃବ୍ୟବହୃତ ପିପିଇ କିଟ୍ ତିଆରି କଲା ଗୁଜୁରାଟର ଏକ କମ୍ପାନୀ । ଯାହାକି ମେଡିକାଲର ଜୈବ ଅବଶେଷ (ବାୟୋମେଡିକାଲ ୱେଷ୍ଟ) ରୁ ପ୍ରସ୍ତୁତ କରାଯାଇଛି ।

ppe kits
ପିପିଇ କିଟ୍ ତିଆରୀ କଲେ ଗୁଜୁରାଟର କମ୍ପାନୀ
author img

By

Published : Apr 26, 2020, 12:40 PM IST

ଗାନ୍ଧୀନଗର: ପର୍ସନାଲ ପ୍ରୋଟେକ୍ଟିଭ ଇକ୍ୟୁପମେଣ୍ଟ (ପିପିଇ) କିଟ୍ ତିଆରି କଲା ଗୁଜୁରାଟର ଏକ କମ୍ପାନୀ । କୋରୋନା ମହାମାରୀ ସମୟରେ ପୁନଃବ୍ୟବହୃତ ପିପିଇ କିଟ୍ ତିଆରି କଲା ଗୁଜୁରାଟର ଏକ କମ୍ପାନୀ । ମେଡିକାଲର ଜୈବ ଅବଶେଷ (ବାୟୋମେଡିକାଲ ୱେଷ୍ଟ) ରୁ ଏହାକୁ ପ୍ରସ୍ତୁତ କରାଯାଇଛି ।

ଏହି ସୁଟ୍ ପିନ୍ଧିବା ପରେ ଡାକ୍ତର ମାନେ ଶତ ପ୍ରତିଶତ ସୁରକ୍ଷିତ ରହିବେ । ଏଥିସହ ଏହି ସୁଟ ପଜେଟିଭ ଏୟାର ପ୍ରେସର ଦ୍ବାରା ତିଆରି କରାଯାଇଥିବା ସିଓର ସେଫ୍ଟି ପରିଚାଳନା ଅଧକ୍ଷ ଏନେ ଦନ୍ଦ ଏକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି । ଏଥିସହ ସେ କହିଛନ୍ତି ଆମେ ଭାରତ ସରକାରଙ୍କୁ କୋରୋନା ପାଇଁ ସୁରକ୍ଷିତ ଇକ୍ୟୁପମେଣ୍ଟ ଯୋଗାଇଦେଉଛୁ । ମେଡିକାଲର ଜୈବ ଅବଶେଷ (ବାୟୋମେଡିକାଲ ୱେଷ୍ଟ) ରୁ ପ୍ରସ୍ତୁତ କରାଯାଇଛି ।

ବହୁ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ନିୟୋଜିତ ସ୍ବାସ୍ଥ୍ୟକର୍ମୀଙ୍କ ପାଖରେ ପିପିଇ କିଟ ନଥିବା ଅଭିଯୋଗ ପରେ ଗୁଜୁରାଟର କମ୍ପାନୀ ଏହାକୁ ପ୍ରସ୍ତୁତ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.