ETV Bharat / bharat

ପ୍ରି-ୱେଡିଂ ସୁଟବେଳେ ଡଙ୍ଗାରୁ ଖସିପଡିଲେ ଦମ୍ପତି - photoshoot

ବିବାହ ପୂର୍ବରୁ ପ୍ରି-ୱେଡିଂ ସୁଟରେ ବ୍ୟସ୍ତ ଏହି ଦମ୍ପତି । ନଦୀରେ ହେଉଥିଲା ଫଟୋ ସୁଟ । ଡଙ୍ଗାରେ ବସି ଭିନ୍ନଭିନ୍ନ ପୋଜ ଦେବାରେ ବ୍ୟସ୍ତଥିଲେ ଉଭୟ। ହଠାତ ଓଲଟି ପଡିଥିଲା ଡଙ୍ଗା। ଆଉ ନଦୀରେ ପଡିଯାଇଥିଲେ ଦମ୍ପତି । ଉପସ୍ଥିତ ଥିବା ଲୋକେ ତାଙ୍କୁ ଉଦ୍ଧାର କରିଥିବା ଜଣାପଡିଛି।

ଡିଜାଇନ ଫଟୋ
author img

By

Published : Apr 20, 2019, 1:47 PM IST

ଥିରୁବନନ୍ତପୁରମ: ବିବାହ ପୂର୍ବରୁ ପ୍ରି-ୱେଡିଂ ସୁଟରେ ବ୍ୟସ୍ତ ଏହି ଦମ୍ପତି । ନଦୀରେ ହେଉଥିଲା ଫଟୋ ସୁଟ । ଡଙ୍ଗାରେ ବସି ଭିନ୍ନ ଭିନ୍ନ ପୋଜ ଦେବାରେ ବ୍ୟସ୍ତ ଉଭୟ। ଏହି ଖୁସିର ମୂହୂର୍ତ୍ତକୁ ହାତରେ ଧରି ରଖିବା ପାଇଁ ଯେପରି ଚେଷ୍ଟା କରୁଛନ୍ତି । ହେଲେ ହଠାତ ଖୁସିରେ ଆଖି ଲଗାଇଦେଲା ଭଳି ଏମିତି କିଛି ଘଟିଲା ଯାହା ସବୁ ଖୁସିରେ ପାଣି ପକାଇଦେଲା। ହଠାତ ଡଙ୍ଗାଟି ଓଲଟି ପଡିଥିଲା । ଆଉ ପାଣିରେ ପଡିଯାଇଥିଲା ଦମ୍ପତି।

ଆଉ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅନେକ ଏହାକୁ ଦେଖିବା ସହ ସେୟାର କରିବାରେ ଲାଗିଛନ୍ତି। ତେବେ ଏପରି ଘଟଣା ଦେଖିବାକୁ ମିଳିଛି କେରଳରେ । ଏହି ଦମ୍ପତି ଡଙ୍ଗାରେ ବସିଥାନ୍ତି ମୁଣ୍ଡ ଉପରେ ଗୋଟିଏ ଗଛର ବଡ ପତ୍ର ଫଟୋ ସୁଟ ପାଇଁ ରଖିଥାନ୍ତି । ଆଉ କିଛି ଲୋକ ତାଙ୍କ ଉପରକୁ ପାଣି ପକାଉଛନ୍ତି ।

ଯେପରି ଆପଣଙ୍କୁ ଲାଗିବ ଏହି ଦମ୍ପତି ଡଙ୍ଗାରେ ଯାଉଥିବା ବେଳେ ବର୍ଷା ହେଉଛି । ହେଲେ ହଠାତ ଡଙ୍ଗାଟି ଓଲଟି ପଡିଥିଲା । ଆଉ ଦୁହେଁ ପାଣିରେ ବୁଡି ଯାଇଥିଲେ । ହେଲେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ପାଣିରୁ ସେମାନଙ୍କୁ ଉଦ୍ଧାର କରିଥିଲେ ।

ସ୍ଲଗ - ବଲାଗିଂର ଲୋଇସିଂହା ବିଧାନ ସଭା ମଣ୍ଡଲିରେ ବିଭିନ୍ନ ଦାବୀ ଓ କାରଣରୁ ଚାରୋଟି ଗାଁ ଲୋକେ କଲେ ଭୋଟ ବର୍ଜନ 
ରିପୋର୍ଟର ନାମ- ଶେଖ ମହମ୍ମଦ ୱାହିଦ
ସ୍ଥାନ - ବଲାଙ୍ଗିର 
ତାରିଖ -୧୮-୦୪-୧୯
ଫରମାଟ -ଏଭିଓ ବାଇଟ
ଏଙ୍କର-
ବଲାଗିଂରରେ ନିର୍ବାଚନ ପ୍ରକ୍ରିୟା ଶୁରୁଖୁରୁରେ ଚାଲିଥିବା ବେଲେ ବଲାଗିଂର ଲୋକସଭା ଅର୍ନ୍ତଗତ ଲୋଇସିଂହା ବିଧାନ ସଭା ମଣ୍ଡଲିର ଚାରୋଟି ଗାଁ ର ଲୋକେ ଭୋଟ ବର୍ଜନ କରିଛନ୍ତି । ଯେଉଁଥିରେ ଲୋଇସିଂହା ବିଧାନ ସଭା ମଣ୍ଡଲିର ବନ୍ଦପାଲି, ହଲଦି ପଦର, ଭଇଁସା ପାଲି ଓ ବବଜା ଗ୍ରାମର ଲୋକେ ଭୋଟ ବର୍ଜନ କରିଛନ୍ତି । ତେବେ ଏହି ଗାଁ ମଧ୍ୟରୁ ବନ୍ଦପାଲି, ହଲଦି ପଦର ଗାଁର ଲୋକେ ଗାଁକୁ ରୋଡ ରାସ୍ତା ନଥିବାରୁ ତଥା ତାଙ୍କର ଏହି ଦାବୀ ଦିର୍ଘ ବର୍ଷରୁ କେହି ଶୁଣୁନ ଥିବାରୁ ଏମାନେ ଭୋଟ ବର୍ଜନ କରିଥିବାର କହିଛନ୍ତି । ସେହିପିର ଆଗଲପୁର ବ୍ଲକ ସ୍ଥିତ ବବଜା ଗ୍ରାମର ଲୋକେ ବୁଥ ଅନ୍ୟତ୍ର କରା ଯାଇଥିବାରୁ ସେମାନେ ମଧ୍ୟ ଭୋଟ ବର୍ଜନ କରିଛନ୍ତି । ସେପଟେ ଖୋର୍ଦ୍ଧା ବଲାଗିଂର ରେଲ ପଥର ନୁଆ ଭାବରେ ରେଲ ଚାଲିଥିବା ବିଛୁପାଲି ଗ୍ରାମ ନିକଟ ଭଇଁସା ପାଲିର ଗ୍ରାମ ବାସୀ ମଧ୍ୟ ଭୋଟ ବର୍ଜନ କରିଛନ୍ତି । ଏମାନେ ଏଠି ହୋଇଥିବା ରେଲ ଷ୍ଟେସନର ନାଁ ବିଛୁପାଲି ପରିବର୍ତ୍ତେ ଭଇଁସା ପାଲି କରିବାକୁ ଦାବୀ କରି ଆସୁଛନ୍ତି । ଏହା ସହ ଏମାନେ ରେଲ ଲାଇନ ପାଇଁ ହରାଇଥିବା ଜମି ବାଡିର କ୍ଷତିପୁରଣ ଏଯାଏଁ ଠିକରେ ପାଇ ନଥିବାର ଅଭିଯୋଗ ଆଣି ଭୋଟ ବର୍ଜନ କରିଛନ୍ତି । ସେପଟେ ଏହି ଗାଁରେ ଥିବା ବୁଥର ପୋଲିଂ ଅଧିକାରୀ ମଧ୍ୟ ଏଯାଏଁ ଜଣେ ମାତ୍ର ଭୋଟ ଦେଇଥିବାର କହିଛନ୍ତି । 
ବାଇଟ- ଗ୍ରାମ ବାସୀ ଭଇଁସା ପାଲି
ବାଇଟ- ଗ୍ରାମବାସୀ ଭଇଁସା ପାଲି
ବାଇଟ - ପୋଲିଂ ଅଧିକାରୀ 

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.