ETV Bharat / bharat

ଦୁନିଆରେ କେବଳ ଏହି ଦେଶ କରନ୍ତି ଇଭିଏମର ବ୍ୟବହାର

2019 ମହାସମର ପାଇଁ ବାଜି ସାରିଲାଣି ବିଗୁଲ । ଆସନ୍ତା ଏପ୍ରିଲ ମଧ୍ୟଭାଗରୁ ଭାରତରେ ଆରମ୍ଭ ହେବ ଭୋଟଗ୍ରହଣ । ଲୋକସଭା ନିର୍ବାଚନ ପ୍ରସ୍ତୁତିରେ ସମସ୍ତ ରାଜନୈତିକ ଦଳ, ରାଜନେତା ଆଉ ନିର୍ବାଚନ ଆୟୋଗ । ନିର୍ବାଚନ ଆସିଲେ ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ)କୁ ନେଇ ହୁଏ ଚର୍ଚ୍ଚା । ସମଗ୍ର ବିଶ୍ୱରେ ରହିଛି 195 ଦେଶ । କିନ୍ତୁ କେବଳ 20ଟି ଦେଶରେ ନିର୍ବାଚନ ପାଇଁ ଇଭିଏମର ବ୍ୟବହାର ହୁଏ ।

author img

By

Published : Mar 11, 2019, 2:33 PM IST

Updated : Mar 11, 2019, 4:05 PM IST

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

ନୂଆଦିଲ୍ଲୀ: 2019 ମହାସମର ପାଇଁ ବାଜି ସାରିଲାଣି ବିଗୁଲ । ଆସନ୍ତା ଏପ୍ରିଲ ମଧ୍ୟଭାଗରୁ ଭାରତରେ ଆରମ୍ଭ ହେବ ଭୋଟଗ୍ରହଣ । ଲୋକସଭା ନିର୍ବାଚନ ପ୍ରସ୍ତୁତିରେ ସମସ୍ତ ରାଜନୈତିକ ଦଳ, ରାଜନେତା ଆଉ ନିର୍ବାଚନ ଆୟୋଗ । ନିର୍ବାଚନ ଆସିଲେ ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ)କୁ ନେଇ ହୁଏ ଚର୍ଚ୍ଚା । ସମଗ୍ର ବିଶ୍ୱରେ ରହିଛି 195 ଦେଶ । କିନ୍ତୁ କେବଳ 20ଟି ଦେଶରେ ନିର୍ବାଚନ ପାଇଁ ଇଭିଏମର ବ୍ୟବହାର ହୁଏ ।

ମାତ୍ର ସେହି 20ଟି ଦେଶ ମଧ୍ୟରୁ 6ଟିରେ ଇଭିଏମ ଦ୍ୱାରା ନିର୍ବାଚନ ପ୍ରାରମ୍ଭିକ ଷ୍ଟେଜରେ ରହିଛି । ତେବେ 1982ରେ ପ୍ରଥମ ଥର କେରଳ ବିଧାନସଭା ନିର୍ବାଚନରେ ଇଭିଏମର ବ୍ୟବହାର କରିଥିଲା ଭାରତ । ଏହା ପରେ 2004 ପରଠାରୁ ପ୍ରତି ଲୋକସଭା ଓ ବିଧାନସଭା ନିର୍ବାଚନରେ ଭାରତ କରୁଛି ଇଭିଏମର ପ୍ରୟୋଗ । ଭାରତ ବ୍ୟତୀତ ବ୍ରାଜିଲ, ଫିଲିଫିନ୍ସ, ବେଲଜିଅମ, ଏଷ୍ଟୋନିଆ, ସଂଯୁକ୍ତ ଆରବ ଏମିରେଟ, ବେନେଜୁଏଲା, ଜର୍ଡାନ, ମାଲଦ୍ୱୀପ, ନାମ୍ୱିଆ, ନେପାଳ ଓ ଭୁଟାନ ଆଦି ଦେଶ ଇଭିଏମ ବ୍ୟବହାର କରନ୍ତି ।

ସେପଟେ ଅଧିକାଂଶ ଦେଶ ଇଭିଏମ ବ୍ୟବହାରରେ ଲଗାଇଛନ୍ତି କଟକଣା । ସୁରକ୍ଷା ଓ ନିର୍ଭୁଲ ନିର୍ବାଚନ ପାଇଁ ଜର୍ମାନୀ, ନେଦରଲ୍ୟାଣ୍ଡ, ଇଟାଲୀ, ଆମେରିକା, ଫ୍ରାନ୍ସ, ଇଂଲଣ୍ଡ ଆଦି ଦେଶରେ ଇଭିଏମ ବ୍ୟବହାରରେ ରୋକ ଲଗାଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଯେ, ବେଙ୍ଗାଲୁରୁ ଓ ହାଇଦ୍ରାବାଦ ଭଳି ଦେଶରେ ତିଆରି ହୁଏ ଇଭିଏମ ମେସିନ । ଆଉ ଏସବୁ ଭାରତ ନିର୍ମିତ ଇଭିଏମ କିଣନ୍ତୁ ନେପାଳ, କେନିୟା, ନାମ୍ବିଆ ଓ ଭୁଟାନ ।

Intro:Body:

Conclusion:
Last Updated : Mar 11, 2019, 4:05 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.