ETV Bharat / bharat

ଦିଲ୍ଲୀରେ ଶସ୍ତା ହେବ କୋରୋନା ରୋଗୀଙ୍କ ଚିକିତ୍ସା

ଦିଲ୍ଲୀରେ ଶସ୍ତା ହେବ କୋରୋନା ରୋଗୀଙ୍କ ଚିକିତ୍ସା । ମଙ୍ଗଳବାର ଏନେଇ ବସିବ ବୈଠକ । ଅଧିକ ପଢନ୍ତୁ...

cost of covid 19 treatment private hospitals of delhi may be capped
ଦିଲ୍ଲୀରେ ଶସ୍ତା ହେବ କୋରୋନା ରୋଗୀଙ୍କ ଚିକିତ୍ସା
author img

By

Published : Jun 14, 2020, 10:00 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କୋରୋନା ଚିକିତ୍ସାକୁ ନେଇ ହସ୍ପିଟାଲ ମାଲିକ ନିଜ ମନମାନୀ କରୁଛନ୍ତି । ବେସରକାରୀ ହସ୍ପିଟାଲ ଏହାକୁ ନେଇ ବ୍ୟବସାୟ ଚଳାଇ ଥିବାବେଳେ ଏଥିରେ ରୋକ୍ ଲାଗିବାକୁ ଯାଉଛି । କୋରୋନା ଚିକିତ୍ସା, ପରୀକ୍ଷା ଦର ଏବେ ସରକାର ସ୍ଥିର କରିବାକୁ ଯାଉଛନ୍ତି । ଯାହା ଫଳରେ ଲୋକଙ୍କୁ ଏଥିରୁ ଆଶ୍ବସ୍ତି ମିଳିବ ବୋଲି ଆଶା କରାଯାଉଛି । ରାଜଧାନୀ ବାସୀ କମ ଦରରେ ବର୍ତ୍ତମାନ ଚିକିତ୍ସା କରିପାରିବେ ।

ଆଇସିୟୁ ରୁମ୍ ତଥା ଭେଣ୍ଟିଲେଟରର ଗୋଟିଏ ଦିନର ଚାର୍ଜ ରହୁଛି ପାଖାପାଖି ୭୨,୦୦୦ ଟଙ୍କା। ଯାହାକି ସାଧାରଣଙ୍କ ପାଇଁ ଅସମ୍ଭବ । ଏଣୁ ଏ ନେଇ ମଙ୍ଗଳବାର ହେବାକୁ ଥିବା ବୈଠକରେ ଦିଲ୍ଲୀ ଆପଦା ପରିଚାଳନା କାର୍ଯାଳୟ ଏହାକୁ ଉପସ୍ଥାପନ କରିବେ। ଏଥିରେ କେତେ ଟଙ୍କା ହ୍ରାସ କରାଯିବ ସେ ନେଇ ନିଷ୍ପତ୍ତି ନିଆଯିବ ।

For All Latest Updates

TAGGED:

coronavirus
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.