ETV Bharat / bharat

ବିବାଦ ଘେରରେ ପଶ୍ଚିମ ୟୁପିର କ୍ୟାନ୍ସର ଡାକ୍ତରଖାନା - କୋରୋନା ନ୍ୟୁଜ

ମୁସଲିମ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ କୋରୋନା ପରୀକ୍ଷା ନେଗେଟିଭ କରିବା ପରେ ହିଁ ମେଡିକାଲରେ ଭର୍ତ୍ତି ହେବା ଭଳି ଏକ ଅପ୍ରିତିକର ମନ୍ତର୍ବ୍ୟ ଦେଇ ବିବାଦରେ ଛନ୍ଦିହୋଇଛି ପଶ୍ଚିମ ୟୁପି ମେରଟରେ ଘରୋଇ କ୍ୟାନ୍ସର ଡାକ୍ତରଖାନା ।

cancer hospitaL  issue
ବିବାଦ ଘେରରେ ପଶ୍ଚିମ ୟୁପିର କ୍ୟାନ୍ସର ଡାକ୍ତରଖାନା
author img

By

Published : Apr 20, 2020, 10:45 AM IST

ଲକ୍ଷ୍ନୌ: ବିବାଦ ଘେରରେ ପଶ୍ଚିମ ୟୁପି ମେରଟରେ କ୍ୟାନ୍ସର ଡାକ୍ତରଖାନା । ମୁସଲିମ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ କୋରୋନା ପରୀକ୍ଷା ନେଗେଟିଭ କରିବା ପରେ ହିଁ ମେଡିକାଲରେ ଭର୍ତ୍ତି ହେବା ଭଳି ଏକ ଅପ୍ରିତିକର ମନ୍ତର୍ବ୍ୟ ଦେଇ ବିବାଦରେ ଛନ୍ଦିହୋଇଛି ପଶ୍ଚିମ ୟୁପି ମେରଟରେ ଘରୋଇ ଚାଳିତ କ୍ୟାନ୍ସର ଡାକ୍ତରଖାନା । ସ୍ଥାନୀୟ ଖବରକାଗଜରେ ପୋଷ୍ଟ କରାଯାଇଥିବା ବିଜ୍ଞାପନରେ ଏହି ଅସନ୍ତୋଷ ପ୍ରକାଶ ପାଇଛି।

ମେଡିକାଲ ଦ୍ୱିତୀୟ ବିଜ୍ଞାପନରେ ଏହି ଖବର ସ୍ପଷ୍ଟୀକରଣ କରାଯାଇଛି। ମାତ୍ର ଧାର୍ମିକ ଭାବନାକୁ ଆଘାତ କରିବା ଅଭିଯୋଗରେ ଡାକ୍ତରଖାନାର ମାଲିକଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.