ETV Bharat / bharat

ଭାରତକୁ ଦରକାର 27 ମିଲିୟନ୍ N95 ମାସ୍କ ଏଵଂ 50 ହଜାର ଭେଣ୍ଟିଲେଟର୍

କେନ୍ଦ୍ର ସରକାର ପ୍ରତ୍ୟେକ ରାଜ୍ୟ ସରକାରଙ୍କ ସହିତ ସମନ୍ଵୟ ରକ୍ଷା କରି ଏହି ମହାମାରୀର ମୁକାବିଲା କରୁଛନ୍ତି । ଆଗାମୀ ଦୁଇ ମାସ ମଧ୍ୟରେ ଭାରତକୁ ଦରକାର 27ମିଲିୟନ୍ N95 ମାସ୍କ ଏବଂ 5ହଜାର ଭେଣ୍ଟିଲେଟର୍ । ଅଧିକ ଖବର ପଢନ୍ତୁ...

coronavirus
ଆଗାମୀ 2 ମାସରେ ଦରକାର 27 ମିଲିୟନ୍ N95 ମାସ୍କ ଏଵଂ 50 ହଜାର ଭେଣ୍ଟିଲେଟର୍
author img

By

Published : Apr 6, 2020, 11:28 AM IST

ନୂଆଦିଲ୍ଲୀ: ସରକାରୀ ଆକଳନ କୁହନ୍ତୁ କି ବେସରକାରୀ ହିସାବ-ସବୁଥିରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଛି । ଏଭଳି ସ୍ଥିତିରେ କେନ୍ଦ୍ର ସରକାର ପ୍ରତ୍ୟେକ ରାଜ୍ୟ ସରକାରଙ୍କ ସହିତ ସମନ୍ଵୟ ରକ୍ଷା କରି ଏହି ମହାମାରୀର ମୁକାବିଲା କରୁଛନ୍ତି ।

ଦେଶରେ ଥିବା ସ୍ବାସ୍ଥ୍ୟ ଭିତ୍ତିଭୂମି ଏବଂ ମେଡିକାଲ୍ ସରଞ୍ଜାମକୁ ସଠିକ୍ ଭାବେ ବ୍ୟବହାର କରାଯାଉଛି । କିନ୍ତୁ ଆଵଶ୍ୟକ ପଡୁଥିବା ଭିତ୍ତିଭୂମି ଓ ମେଡିକାଲ୍ କିଟ୍ ର ଅଭାବ ପରିଲକ୍ଷିତ ହେଉଛି । ତେବେ ଏଭଳି ପରିସ୍ଥିତିରେ ଆଗାମୀ ଦୁଇ ମାସ ମଧ୍ୟରେ ଭାରତକୁ ଦରକାର 27ମିଲିୟନ୍ N95 ମାସ୍କ ଏବଂ 50 ହଜାର ଭେଣ୍ଟିଲେଟର୍ ।

ମିଳିଥିବା ତଥ୍ୟକୁ ଆଧାର କଲେ ଜଣାଯାଏ, 1.6ମିଲିୟନ୍ ଡାଇଡ୍ନୋଷ୍ଟିକ୍ କିଟର ଆଵଶ୍ୟକତା ରହିଛି । କୋଭିଡ୍-19ର ସଫଳ ମୁକାବିଲା ପାଇଁ ଉଭୟ ସରକାରୀ ଏଵଂ ଵେସରକାରୀ କ୍ଷେତ୍ରକୁ ଚଳଚଞ୍ଚଳ ରଖାଯାଇଛି । ଏପ୍ରିଲ୍ 3 ତାରିଖରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ଏନଜିଓ, ଆନ୍ତର୍ଜାତିକ ପ୍ରତିଷ୍ଠାନ ଓ ବିଭିନ୍ନ କମ୍ପାନୀ ଗୁଡିକର ସଂଯୋଜକମାନଙ୍କୁ କୋରୋନା ମୁକାବିଲା ପାଇଁ ସଶକ୍ତ କରାଯାଇଥିଲା ।

ନୀତି ଆୟୋଗର ସିଓ ଅମିତାଭ୍ କାନ୍ତ କୋରୋନା ମୁକାଵିଲା ସମ୍ପର୍କିତ ତଥ୍ୟ ପ୍ରଦାନ କରିଥିଲେ । ଏହି ବୈଠକରେ ମହାମାରୀ ମୁକାଵିଲା ନିମନ୍ତେ ଆଵଶ୍ୟକୀୟ ମେଡିକାଲ୍ ସରଞ୍ଜାମର ବ୍ୟବସ୍ଥା କେମିତି କରାଯିବ, ତାହା ଆଲୋଚନା ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.