ETV Bharat / bharat

ଘରର ଲାଇଟ୍ ଛଡା ଟିଭି, ଫ୍ରିଜ ଓ ପଙ୍ଖା ବନ୍ଦ କରିବେନି: ୟୁପି ବିଦ୍ୟୁତ୍ ବିଭାଗ - ୟୁପି ବିଦ୍ୟୁତ୍ ବିଭାଗର ଲାଇଟ୍ନୋ ବନ୍ଟିୟ ସ୍

ମାରାତ୍ମକ କୋରୋନା ଭାଇରସକୁ ନେଇ ଦେଶରେ କୋକୁଆ ଭୟ ଖେଳିଛି । ଏଣୁ ପ୍ରଧାନମନ୍ତ୍ରୀ ମୋଦି ଲୋକମାନଙ୍କୁ ରବିବାର ରାତି 9ଟାରେ 9 ମିନିଟ୍ ଘରର ଲାଇଟ୍ ବନ୍ଦ କରି ଦୀପ ଲଗାଇବାକୁ ଅନୁରୋଧ କରିଛନ୍ତି । ଏହା ମଧ୍ୟରେ ଉତ୍ତରପ୍ରଦେଶ ବିଜୁଳି ବିଭାଗ ଲୋକମାନଙ୍କୁ ଏକ ନୋଟିସ ଜାରି କରିଛନ୍ତି ।

corona virus
ଘରର ଲାଇଟ୍ ଛଡା ଟିଭି, ଫ୍ରିଜ ଏବଂ ପଙ୍ଖା ବନ୍ଦ କରିବେନି
author img

By

Published : Apr 5, 2020, 12:45 PM IST

ଲକ୍ଷ୍ନୌ: ମାରାତ୍ମକ କୋରୋନା ଭାଇରସକୁ ନେଇ ଦେଶରେ କୋକୁଆ ଭୟ ଖେଳିଛି । ଏଣୁ ପ୍ରଧାନମନ୍ତ୍ରୀ ମୋଦି ଲୋକମାନଙ୍କୁ ରବିବାର ରାତି 9ଟାରେ 9 ମିନିଟ୍ ଘରର ଲାଇଟ୍ ବନ୍ଦ କରି ଦୀପ ଲଗାଇବାକୁ ଅନୁରୋଧ କରିଛନ୍ତି । ଏହା ମଧ୍ୟରେ ଉତ୍ତରପ୍ରଦେଶ ବିଜୁଳି ବିଭାଗ ଲୋକମାନଙ୍କୁ ଏକ ନୋଟିସ ଜାରି କରିଛନ୍ତି ।

ଯେଉଁଥିରେ ଲେଖାଅଛି ଯେ, ଆପଣମାନେ କେବଳ ରାତି 9ଟାରେ ଘରର ଲାଇଟ୍ ବନ୍ଦ କରିବେ । ଫ୍ରିଜ୍, ଏସି, ପଙ୍ଖା, କମ୍ପୁଟରକୁ ଚାଲୁ ରଖିବେ । ଏହାଛଡା ମେଡିକାଲ, ଆବଶ୍ୟକୀୟ ସେବା ସହ ସମ୍ବନ୍ଧିତ ପବ୍ଲିକ୍ ୟୁଟିଲିଟି, ପୋଲିସ ଷ୍ଟେସନ ଗୁଡିକର ଲାଇଟ୍ ଚାଲୁ ରହିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.