ETV Bharat / bharat

ଜାନୁଆରୀ ସୁଦ୍ଧା ଦେଶରେ ଉପଲବ୍ଧ ହେବ କୋରୋନା ଟିକା: ହର୍ଷବର୍ଦ୍ଧନ - ହର୍ଷବର୍ଦ୍ଧନ

ଆସନ୍ତା ବର୍ଷ ଜାନୁୟାରୀ ସୁଦ୍ଧା ଦେଶରେ କୋଭିଡ-19 ଟିକା ଉପଲବ୍ଧ ହେବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଆଶା ପ୍ରକଟ କରିଛନ୍ତି। ଅଧିକ ପଢନ୍ତୁ...

ହର୍ଷବର୍ଦ୍ଧନ
ହର୍ଷବର୍ଦ୍ଧନ
author img

By

Published : Oct 25, 2020, 2:17 PM IST

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଜାନୁୟାରୀ ସୁଦ୍ଧା ଦେଶରେ କୋଭିଡ-19 ଟିକା ଉପଲବ୍ଧ ହେବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଆଶା ପ୍ରକଟ କରିଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଡ଼ଃ ହର୍ଷବର୍ଦ୍ଧନ କହିଛନ୍ତି ଯେ ଭାରତରେ ତିନୋଟି ଟିକାର ପରୀକ୍ଷଣ ଚାଲିଛି । ସେଥିମଧ୍ୟରୁ ଗୋଟିଏ ଫେଜ-3ରେ କ୍ଲିନିକାଲ ପରୀକ୍ଷଣର ଉନ୍ନତ ପର୍ଯ୍ୟାୟରେ ଅଛି।

ଅନ୍ୟ ଦୁଇଟି ଫେଜ୍-2 କ୍ଲିନିକାଲ୍ ଟ୍ରାଏଲରେ ଅଛି । ସେ ଏହା ମଧ୍ୟ କହିଛନ୍ତି, ଯଦି ସମସ୍ତ ପ୍ରସ୍ତୁତି ଭଲରେ ଅଗ୍ରଗତି କରେ ତେବେ ଆସନ୍ତା ବର୍ଷ ଜୁନ୍ ଏବଂ ଜୁଲାଇ ପୂର୍ବରୁ ଦେଶରେ 400 ରୁ 500 ନିୟୁତ ଡୋଜ୍ କୋଭିଡ୍ ଟିକା ଉପଲବ୍ଧ ହେବ।ଆଗାମୀ ଉତ୍ସବର ଋତୁକୁ ଦୃଷ୍ଟିରେ ରଖି ଭାଇରସ ବିସ୍ତାରକୁ ଯାଞ୍ଚ କରିବା ପାଇଁ କୋଭିଡ୍ ଗାଇଡଲାଇନ୍ ଅନୁସରଣ କରିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ଲୋକଙ୍କୁ ନିବେଦନ କରିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.