ଶୁକ୍ରବାର ତେଲେଙ୍ଗାନାରେ 75ଟି ନୂଆ ପଜିଟିଭ କେସ ଚିହ୍ନଟ କରାଯାଇଛି । ଏହା ସହ ରାଜ୍ୟର ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 229କୁ ବୃଦ୍ଧି ପାଇଛି । ଏନେଇ ତେଲେଙ୍ଗାନା ଜନ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ମୃତ୍ୟୁ ସଂଖ୍ୟା 7 ରହିଛି ।
ତେଲେଙ୍ଗାନାରେ ମୋଟ ପଜିଟିଭ ସଂଖ୍ୟା 229କୁ ବୃଦ୍ଧି, ମୃତ୍ୟୁ ସଂଖ୍ୟା 7 - corona in india
20:59 April 03
ତେଲେଙ୍ଗାନାରେ ମୋଟ ପଜିଟିଭ ସଂଖ୍ୟା 229କୁ ବୃଦ୍ଧି, ମୃତ୍ୟୁ ସଂଖ୍ୟା 7
20:20 April 03
ଭାରତରେ କୋରୋନା ପଜିଟିଭ ସଂଖ୍ୟା 2547, ମୃତ୍ୟୁ ସଂଖ୍ୟା 62କୁ ବୃଦ୍ଧି
ଦେଶରେ କୋରୋନା ପଜିଟିଭଙ୍କ ସଂଖ୍ୟା 2547ରେ ପହଞ୍ଚିଛି । ସେହିପରି ମୃତ୍ୟୁ ସଂଖ୍ୟା 62କୁ ବୃଦ୍ଧି ପାଇଛି । ଅନ୍ୟ ପକ୍ଷରେ 162 ଜଣ ସୁସ୍ଥ ହୋଇଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
17:22 April 03
ତାମିଲନାଡୁରେ ପୁଣି ଜଣେ କୋରୋନା ପଜିଟିଭ, ମୋଟ ପଜିଟିଭ ସଂଖ୍ୟା 411କୁ ବୃଦ୍ଧି
ତାମିଲନାଡୁରେ ପୁଣି ଜଣେ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ସହ ରାଜ୍ୟର ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା 411କୁ ବୃଦ୍ଧି ପାଇଛି । ରାଜ୍ୟର ଜଣେ କୋରୋନା ପଜିଟିଭ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଜଣେ ସୁସ୍ଥ ହୋଇଛନ୍ତି ।
13:59 April 03
ଆନ୍ଧ୍ରପ୍ରଦେଶରେ କୋରୋନା ନେଲା ପ୍ରଥମ ମୁଣ୍ଡ, 161 ପଜିଟିଭ ଚିହ୍ନଟ
ଆନ୍ଧ୍ରପ୍ରଦେଶରେ ପ୍ରଥମ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 161 ଜଣ କୋରୋନା ପଜିଟିଭ ରହିଥିବା ଜଣାପଡିଛି ।
13:08 April 03
ଆନ୍ଧ୍ରପ୍ରଦେଶରେ କନେଷ୍ଟବଳଙ୍କ ପୁଅ କୋରୋନା ପଜିଟିଭ ଚିହ୍ନଟ
ଆନ୍ଧ୍ରପ୍ରଦେଶର ପଶ୍ଚିମଗୋଦାବରୀ ଜିଲ୍ଲାର ଜଣେ କନେଷ୍ଟବଳଙ୍କ ପୁଅ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ କନେଷ୍ଟବଳ କାର୍ଯ୍ୟ କରୁଥିବା ଥାନାର ସମସ୍ତ କର୍ମଚାରୀଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି ।
13:06 April 03
କର୍ଣ୍ଣାଟକରେ 125 କୋରୋନା ପଜିଟିଭ,3 ମୃତ୍ୟୁ
କର୍ଣ୍ଣାଟକରେ ବର୍ତ୍ତମାନ ସୁଦ୍ଧା 125 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି 3 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 11 ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
13:02 April 03
ହରିଆଣାରେ 3 କୋରୋନା ପଜିଟିଭ
ହରିଆଣାରେ 3 ଜଣ କୋରୋନା ପଜିଟିଭ ଚିହ୍ନଟ । ସେମାନେ କେରଳର ବାସିନ୍ଦା ହୋଇଥିବା ଜଣାପଡିଛି । ଏହି ତିନି ଜଣ ଦିଲ୍ଲୀର ତାବଲିଘୀ ଜମାତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
10:51 April 03
ଗୁଜୁରାଟରେ 7 ନୂଆ କୋରୋନା ପଜିଟିଭ, ମୋଟ ପଜିଟିଭ ସଂଖ୍ୟା 95କୁ ବୃ୍ଦ୍ଧି
ଗୁଜୁରାଟରେ 7 ନୂଆ କୋରୋନା ପଜିଟିଭ ଚିହ୍ନଟ । ଏହା ଦ୍ବାରା ରାଜ୍ୟର ମୋଟ ପଜିଟିଭ ସଂଖ୍ୟା 95କୁ ବୃ୍ଦ୍ଧି ପାଇଛି । ସେହିପରି ଗୁଜୁରାଟରେ ମୃତ୍ୟୁ ସଂଖ୍ୟା 7 ରହିଛି ।
10:38 April 03
ଭାରତରେ କୋରୋନା ପଜିଟିଭ ସଂଖ୍ୟା 2301, ମୃତ୍ୟୁ ସଂଖ୍ୟା 56କୁ ବୃଦ୍ଧି
ଦେଶରେ କୋରୋନା ପଜିଟିଭଙ୍କ ସଂଖ୍ୟା 2301ରେ ପହଞ୍ଚିଛି । ସେହିପରି ମୃତ୍ୟୁ ସଂଖ୍ୟା 56କୁ ବୃଦ୍ଧି ପାଇଛି । ଅନ୍ୟ ପକ୍ଷରେ 157 ଜଣ ସୁସ୍ଥ ହୋଇଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ମହାରାଷ୍ଟ୍ରରେ ସର୍ବାଧିକ 335 ଜଣ ପଜିଟିଭ ରହିଥିବା ବେଳେ ଦ୍ବିତୀୟ ସର୍ବାଧିକ ଭାବେ ତାମିଲନାଡୁରେ 309, କେରଳରେ 286, ଦିଲ୍ଲୀରେ 219, ଉତ୍ତରପ୍ରଦେଶରେ 113, କର୍ଣ୍ଣାଟକରେ 110, ରାଜସ୍ଥାନରେ 108 ଓ ମଧ୍ୟପ୍ରଦେଶରେ 99 ଜଣ ପଜିଟିଭ ରହିଛନ୍ତି । ଅପରପକ୍ଷରେ ମହାରାଷ୍ଟ୍ରରେ ସର୍ବାଧିକ 42 ଜଣ ସୁସ୍ଥ ହୋଇଥିବା ବେଳେ କେରଳରେ 27 ଓ ହରିୟାଣାରେ 21 ଜଣ ସୁସ୍ଥ ହୋଇଛନ୍ତି ।
10:21 April 03
ରାଜସ୍ଥାନରେ 14 ନୂଆ ପଜିଟିଭ, ମୋଟ ପୀଡିତଙ୍କ ସଂଖ୍ୟା 154କୁ ବୃଦ୍ଧି
ରାଜସ୍ଥାନରେ 14 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ 7 ଜଣ ଦିଲ୍ଲୀର ତାବଲିଘୀ ଜମାତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ 6 ଜଣ ମହାରାଷ୍ଟ୍ରର ହୋଇଥିବା ବେଳେ ଜଣେ ଝାଡଖଣ୍ଡର ରହିଛନ୍ତି । ଏହା ସହ ରାଜସ୍ଥାନର ମୋଟ କୋରୋନା ପଜିଟିଭ ସଂଖ୍ୟା 154ରେ ପହଞ୍ଚିଛି । ଗତ 12 ଘଣ୍ଟା ମଧ୍ୟରେ ରାଜସ୍ଥାନରେ 21 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।
09:26 April 03

ଦେଶରେ କୋରୋନା ପଜିଟିଭଙ୍କ ସଂଖ୍ୟା 2069କୁ ବୃଦ୍ଧି ପାଇଛି । ସେହିପରି ମୃତ୍ୟୁ ସଂଖ୍ୟା 53କୁ ବୃଦ୍ଧି ପାଇଛି । ଅନ୍ୟ ପକ୍ଷରେ 156 ଜଣ ଲୋକ ସୁସ୍ଥ ହୋଇଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ମହାରାଷ୍ଟ୍ରରେ ସର୍ବାଧିକ 335 ଜଣ ପଜିଟିଭ ରହିଥିବା ବେଳେ ଦ୍ବିତୀୟ ସର୍ବାଧିକ ଭାବେ କେରଳରେ 265, ତାମିଲନାଡୁରେ 234, ଦିଲ୍ଲୀରେ 219, ଉତ୍ତରପ୍ରଦେଶରେ 113, କର୍ଣ୍ଣାଟକରେ 110, ରାଜସ୍ଥାନରେ 108 ଓ ମଧ୍ୟପ୍ରଦେଶରେ 99 ଜଣ ପଜିଟିଭ ରହିଛନ୍ତି । ଅପରପକ୍ଷରେ ମହାରାଷ୍ଟ୍ରରେ ସର୍ବାଧିକ 42 ଜଣ ସୁସ୍ଥ ହୋଇଥିବା ବେଳେ କେରଳରେ 25 ଓ ହରିୟାଣାରେ 21 ଜଣ ସୁସ୍ଥ ହୋଇଛନ୍ତି ।