ଗତ 24 ଘଣ୍ଟାରେ ଦେଶରେ 146 କୋରୋନା ଆକ୍ରାନ୍ତ ଚିହ୍ନଟ । ଦେଶରେ ସମୁଦାୟ 1397 ଆକ୍ରାନ୍ତ ହୋଇଛନ୍ତି ଚିହ୍ନଟ । ସେଥିମଧ୍ୟରୁ 1238 ଆକ୍ରାନ୍ତ ଆକ୍ଟିଭ୍ ଥିବାବେଳେ 124 ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି 35 ଜଣଙ୍କ ମୃତ୍ୟୁ ଘଟିଛି ।
କୋରୋନା: ଦେଶରେ 1397 ଆକ୍ରାନ୍ତ, 35 ମୃତ - corona virus
21:46 March 31
କୋରୋନା: ଦେଶରେ 1397 ଆକ୍ରାନ୍ତ, 35 ମୃତ
20:12 March 31
ତେଲେଙ୍ଗାନାରେ 97 ଆକ୍ରାନ୍ତ
ଗୋଟିଏ ଦିନରେ ତେଲେଙ୍ଗାନାରେ 15 କୋରୋନା ଆକ୍ରାନ୍ତ ଚିହ୍ନଟ । ରାଜ୍ୟରେ ସମୁଦାୟ 97 ଆକ୍ରାନ୍ତ ହୋଇଥିବା ସୂଚନା ।
20:09 March 31
ମଧ୍ୟପ୍ରଦେଶରେ 66 ଆକ୍ରାନ୍ତ
ମଧ୍ୟପ୍ରଦେଶରେ ସମୁଦାୟ 66 କୋରୋନା ଆକ୍ରାନ୍ତ ଚିହ୍ନଟ । କେବଳ ଇନଡୋରରେ 44 ପଜେଟିଭି । ସେପଟେ ରାଜ୍ୟରେ କୋରୋନା ନେଲାଣି 5 ଜଣଙ୍କ ମୁଣ୍ଡ ।
20:06 March 31
କୋରୋନା ମୁକାବିଲା: ଜୟପୁରରେ ପିଲାଙ୍କୁ କେମିକାଲରେ ଗାଧେଇଦେଲେ କର୍ମଚାରୀ
କୋରୋନା ସତର୍କତା ପାଇଁ ଅଭାବନୀୟ ଘଟଣା । ରାଜସ୍ଥାନର ଜୟପୁରରେ ସହରକୁ ସାନିଡାଇଜ୍ କରିବାକୁ ଯାଇ ପିଲାଙ୍କୁ କେମିକାଲରେ ଗାଧେଇଦେଇଛନ୍ତି କର୍ମଚାରୀ ।
19:58 March 31
ଗୋଟିଏ ଦିନରେ ତାମିଲନାଡୁରେ 57 କୋରୋନା ଆକ୍ରାନ୍ତ
ତାମିଲନାଡୁରେ ଗୋଟିଏ ଦିନରେ 57 କୋରୋନା ଆକ୍ରାନ୍ତ ଚିହ୍ନଟ । ରାଜ୍ୟରେ ସମୁଦାୟ 124 ଆକ୍ରାନ୍ତ ହୋଇଥିବା ସୂଚନା ।
19:43 March 31
କର୍ଣ୍ଣାଟକରେ ଆଉ 13 ଆକ୍ରାନ୍ତ ଚିହ୍ନଟ
କର୍ଣ୍ଣାଟକରେ ଆଉ 13 ଆକ୍ରାନ୍ତ ଚିହ୍ନଟ । ରାଜ୍ୟରେ ସମୁଦାୟ 101 ଜଣ ଆକ୍ରାନ୍ତ । ସେମାନଙ୍କ ମଧ୍ୟରୁ 3 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ 8 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
19:34 March 31
କୋରୋନା ମୁକାବିଲା: ଇଣ୍ଡୋ-ତିବତିଆନ୍ ବର୍ଡର ପୋଲିସ ଦାନ କଲେ ଗୋଟିଏ ଦିନର ଦରମା
କୋରୋନା ମୁକାବିଲା ଲାଗି ଇଣ୍ଡୋ-ତିବତିଆନ୍ ବର୍ଡର ପୋଲିସ ଦାନ କଲେ ଗୋଟିଏ ଦିନର ଦରମା । ପିଏମ୍ କେୟାର୍ସ ଫଣ୍ଡକୁ ଦାନ କଲେ ଦରମା । ସମୁଦାୟ 10 କୋଟି 53 ଲକ୍ଷ 58 ହଜାର 479 ଟଙ୍କା ଦେଇଥିବା ସୂଚନା ।
18:57 March 31
ମହାରାଷ୍ଟ୍ରରେ 302 କୋରୋନା ଆକ୍ରାନ୍ତ
ମହାରାଷ୍ଟ୍ରରେ ଆଉ 72 କୋରୋନା ଆକ୍ରାନ୍ତ ଚିହ୍ନଟ । ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 302କୁ ବୃଦ୍ଧି । ରାଜ୍ୟ ସରକାରଙ୍କ ସୂଚନା ।
17:13 March 31
କୋରୋନା ମୁକାବିଲା: 2 ଦିନର ଦରମା ଦାନ କଲେ ଏସବିଆଇ କର୍ମଚାରୀ
କୋରୋନା ମୁକାବିଲା ପାଇଁ ସହାୟତାର ହାତ ବଢାଇଲେ ଏସବିଆଇ କର୍ମଚାରୀ । ପାଖାପାଖି 2,56,000 କର୍ମଚାରୀ ସେମାନଙ୍କ ଦୁଇ ଦିନର ଦରମା ପିଏମ୍ କେୟାର୍ସ ଫଣ୍ଡକୁ କଲେ ଦାନ । ଏମାନଙ୍କ ଦୁଇ ଦିନର ଦରମା 100 କୋଟି ହୋଇଥିବା ସୂଚନା ।
11:28 March 31
ଦେଶରେ ଅଧିକାଂଶ କୋରୋନା ମାମଲା ସହ ନିଜାମୁଦ୍ଦିନ ସମାବେଶର ରହିଛି ଲିଙ୍କ୍
ଦେଶରେ ଥମୁନି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । କୋରୋନାକୁ ନେଇ ମଧ୍ୟପ୍ରଦେଶରେ ପୁଣି 17ଟି ମାମଲା ସାମ୍ନାକୁ ଆସିଥିବା ବେଳେ ଆନ୍ଧ୍ରପ୍ରଦେଶରେ ବି ଆଉ 17 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳର ମସଜିଦରେ 2000 ଲୋକଙ୍କ ଧାର୍ମିକ ସମାବେଶ ଏବେ ଦେଶରେ କୋରୋନା ସଂକ୍ରମଣ ମାମଲାକୁ ଆହୁରି ବଢାଇଦେଇଛି । ଆନ୍ଧ୍ରପ୍ରଦେଶରୁ ଚିହ୍ନଟ 17 ଜଣ କୋରୋନା ଆକ୍ରାନ୍ତ ଦିଲ୍ଲୀର ନିଜାମୁଦ୍ଦିନରେ ଆୟୋଜିତ ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଜଣାପଡିଛି । ସେହିପରି ଗୁଜୁରାଟରୁ ମଧ୍ୟ 3ଟି କୋରୋନା ପଜିଟିଭି ମାମଲା ସାମ୍ନାକୁ ଆସିଛି ।
11:28 March 31
ଦିଲ୍ଲୀ ନିଜାମୁଦ୍ଦିରେ 24 କୋରୋନା ଆକ୍ରାନ୍ତ ଚିହ୍ନଟ
ଦିଲ୍ଲୀର ନିଜାମୁଦ୍ଦିରେ ଆୟୋଜିତ ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ଶ୍ରଦ୍ଧାଳୁଙ୍କ ମଧ୍ୟରୁ 24 ଜଣ କୋରୋନାରେ ଆକ୍ରାନ୍ତ ହୋଇଥିବ ନେଇ ସୂଚନା ଦେଲେ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତେନ୍ଦ୍ର ଜୈନ । ନିଜାମୁଦ୍ଦିରେ ମୋଟ 700 ଜଣଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଥିବା ବେଳେ 335 ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
09:30 March 31
ମହାରାଷ୍ଟ୍ରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା 225
ମହାରାଷ୍ଟ୍ରରେ ମଙ୍ଗଳବାର 5 କୋରୋନା ପଜିଟିଭି ମାମଲା ସାମ୍ନାକୁ ଆସିଛି । ଏମାନଙ୍କ ମଧ୍ୟରୁ 2 ଜଣ ମୁମ୍ବାଇର ହୋଇଥିବା ବେଳେ ଜଣେ ପୁଣେ ଓ ଆଉ ଜଣେ ବୁଲଢାଣାର ବୋଲି ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 225 ଛୁଇଁଛି ।
09:28 March 31
ପଶ୍ଚିମବଙ୍ଗରେ କୋରୋନା ପ୍ରକୋପରେ ଗଲା ଆଉ ଜଣଙ୍କ ପ୍ରାଣ
ଦେଶରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା । ମଙ୍ଗଳବାର ସକାଳେ ପଶ୍ଚିମବଙ୍ଗରେ ଜଣେ କୋରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କୋରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା 3 ଛୁଇଁଛି ।
08:32 March 31
କେରଳରେ କୋରୋନା ନେଲା ଆଉ 1 ମୁଣ୍ଡ
କେରଳରେ କୋରୋନା ନେଲା ଆଉ 1 ମୁଣ୍ଡ । କେରଳରେ କୋରୋନା ଭାଇରସ ପ୍ରଭାବରେ ଜଣେ 68 ବର୍ଷୀୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି । ତେବେ କୋରୋନା ଯୋଗୁଁ କେରଳରେ ଏହା ଦ୍ବିତୀୟ ମୃତ୍ୟୁ ।
08:30 March 31
ନିଜାମୁଦ୍ଦିରେ କୋରୋନା ଆତଙ୍କ: ସ୍ବାସ୍ଥ୍ୟପରୀକ୍ଷା ପାଇଁ ଲୋକଙ୍କୁ ହସ୍ପିଟାଲ ସ୍ଥାନାନ୍ତର
ଦିଲ୍ଲୀର ନିଜାମୁଦ୍ଦିରେ କୋରୋନା ଆତଙ୍କ । ଏହି ଅଞ୍ଚଳର ସମସ୍ତ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ହସ୍ପିଟାଲକୁ ନିଆଯାଉଛି । ନିଜାମୁଦ୍ଦିନରେ ଆୟୋଜିତ ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଅନେକ ଲୋକ । ତେବେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା କିଛି ଲୋକଙ୍କ ଶରୀରରେ କୋରୋନା ଭାଇରସ ପଜିଟିଭି ମିଳିଛି ।
07:04 March 31
କୋରୋନା ଆତଙ୍କ: ସୋମବାର ରାତିରେ ତେଲେଙ୍ଗାନାରେ 6 ମୃତ
ହାଇଦ୍ରାବାଦ: ଦେଶରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସୋମବାର ରାତିରେ କୋରୋନା ଭାଇରସରେ ଆକ୍ରାନ୍ତ ଥିବା ତେଲେଙ୍ଗାନାରେ 6 ଜଣଙ୍କର ମୃତ୍ୟୁ ହୋଇଯାଇଛି । ଏନେଇ ସ୍ପଷ୍ଟ କରିଛନ୍ତି ତେଲେଙ୍ଗାନା ସରକାର । ମହାମାରୀ କୋରୋନାରେ ମୃତ ସମସ୍ତ ବ୍ୟକ୍ତି ଦିଲ୍ଲୀରେ ଆୟୋଜିତ ଧାର୍ମିକ କାର୍ଯ୍ୟକ୍ରମ ଜମାତରେ ସାମିଲ ହୋଇଥିଲେ ।