ETV Bharat / bharat

ଦେଶରେ 24 ଘଣ୍ଟାରେ ରେକର୍ଡ ସଂଖ୍ୟକ କୋରୋନା ମୃତ୍ୟୁ, 10974 ନୂଆ ଆକ୍ରାନ୍ତ - corona news

ଦେଶରେ କୋରୋନା ପଜିଟିଭ ସଂଖ୍ୟା 343091, 9900 ଛୁଇଁଲା ମୃତ୍ୟୁ ସଂଖ୍ୟା

author img

By

Published : Jun 17, 2020, 7:08 AM IST

Updated : Jun 17, 2020, 9:55 AM IST

09:51 June 17

ଦେଶରେ 24 ଘଣ୍ଟାରେ ରେକର୍ଡ ସଂଖ୍ୟକ କୋରୋନା ମୃତ୍ୟୁ, 10974 ନୂଆ ଆକ୍ରାନ୍ତ

ଦେଶରେ 24 ଘଣ୍ଟାରେ ରେକର୍ଡ ସଂଖ୍ୟକ କୋରୋନା ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଗତ 24 ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ 2ହଜାର 3 କୋରୋନା ମୃତ୍ୟୁ ଓ 10ହଜାର 9ଶହ 74 ନୂଆ ପଜିଟିଭ  ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା 11ହଜାର 9ଶହ 3ରେ ପହଞ୍ଚିଥିବା ବେଳେ ମୋଟ ପଜିଟିଭ ସଂଖ୍ୟା 3ଲକ୍ଷ 54ହଜାର 65କୁ ବୃଦ୍ଧି ପାଇଛି ।  ମୋଟ 1ଲକ୍ଷ 86ହଜାର 9ଶହ 35 ଜଣ ଡିସଚାର୍ଜ ହୋଇଥିବା ବେଳେ 1ଲକ୍ଷ 55ହଜାର 2ଶହ 27ଟି ସକ୍ରିୟ ମାମଲା ରହିଛି । ଏନେଇ ବୁଧବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ମହାରାଷ୍ଟ୍ରରେ ସର୍ବାଧିକ 50057 ସକ୍ରିୟ ମାମଲା ରହିଥିବା ବେଳେ ଗୁଜୁରାଟରେ 5962, ଦିଲ୍ଲୀରେ 26351, ତାମିଲନାଡୁରେ 20709, ରାଜସ୍ଥାନରେ 3059, ମଧ୍ୟପ୍ରଦେଶରେ 2455, ଉତ୍ତରପ୍ରଦେଶରେ 5064, ଆନ୍ଧ୍ରପ୍ରଦେଶରେ 3244, ତେଲେଙ୍ଗାନା 2188, କର୍ଣ୍ଣାଟକରେ 2980, କେରଳରେ 1366 ଓ ଓଡିଶାରେ 1178 ରହିଛି ।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 5537 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ 1533, ମଧ୍ୟପ୍ରଦେଶରେ 476, ଦିଲ୍ଲୀରେ 1837, ଆନ୍ଧ୍ରପ୍ରଦେଶରେ 88, ତାମିଲନାଡୁରେ 528, କର୍ଣ୍ଣାଟକରେ 94  ଓ ତେଲେଙ୍ଗାନାରେ 191 ଜଣଙ୍କ ମୃତ୍ୟୁ ହୋଇଛି ।

06:38 June 17

ଦେଶରେ କୋରୋନା ପଜିଟିଭ ସଂଖ୍ୟା 343091, 9900 ଛୁଇଁଲା ମୃତ୍ୟୁ ସଂଖ୍ୟା

ଦେଶରେ କୋରୋନା ପଜିଟିଭ ସଂଖ୍ୟା 343091, 9900 ଛୁଇଁଲା ମୃତ୍ୟୁ ସଂଖ୍ୟା
ଦେଶରେ କୋରୋନା ପଜିଟିଭ ସଂଖ୍ୟା 343091, 9900 ଛୁଇଁଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କୋରୋନା ପଜିଟିଭ ସଂଖ୍ୟା 343091ରେ ପହଞ୍ଚିଛି । ସେହିପରି ମୃତ୍ୟୁ ସଂଖ୍ୟା 9900ରେ ଛୁଇଁଛି । ମୋଟ 180013 ଜଣ ଡିସଚାର୍ଜ ହୋଇଥିବା ବେଳେ ସକ୍ରିୟ ମାମଲା ସଂଖ୍ୟା 153178 ରହିଛି । ଏନେଇ ମଙ୍ଗଳବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ମହାରାଷ୍ଟ୍ରରେ ସର୍ବାଧିକ 50567 ସକ୍ରିୟ ମାମଲା ରହିଥିବା ବେଳେ ଗୁଜୁରାଟରେ 5886, ଦିଲ୍ଲୀରେ 25002, ତାମିଲନାଡୁରେ 20681, ରାଜସ୍ଥାନରେ 2895, ମଧ୍ୟପ୍ରଦେଶରେ 2567, ଉତ୍ତରପ୍ରଦେଶରେ 4948, ଆନ୍ଧ୍ରପ୍ରଦେଶରେ 3052, ତେଲେଙ୍ଗାନା 2240, କର୍ଣ୍ଣାଟକରେ 2989, କେରଳରେ 1348 ଓ ଓଡିଶାରେ 1190 ରହିଛି ।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 4128 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ 1505, ମଧ୍ୟପ୍ରଦେଶରେ 465, ଦିଲ୍ଲୀରେ 1400, ଆନ୍ଧ୍ରପ୍ରଦେଶରେ 88, ତାମିଲନାଡୁରେ 479, କର୍ଣ୍ଣାଟକରେ 89 ଓ ତେଲେଙ୍ଗାନାରେ 187 ଜଣଙ୍କ ମୃତ୍ୟୁ ହୋଇଛି ।

Last Updated : Jun 17, 2020, 9:55 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.