ଶନିବାର ରାଜ୍ୟରେ ଆଉ 65 ଆକ୍ରାନ୍ତ ଚିନ୍ତାଟ ହୋଇଛି । ଏହାକୁ ମିଶାଇ ବର୍ତ୍ତମାନସୁଦ୍ଧା ରାଜ୍ୟରେ କୋରୋନା ପଜିଟିଭ ମାମଲା 737 ରେ ପହଁଛି।
ଦେଶରେ କୋରୋନା ଆତଙ୍କ: 85 ହଜାର ଟପିଲା ଆକ୍ରାନ୍ତ ସଂଖ୍ୟା - ଦେଶରେ କୋରୋନା ଆତଙ୍କ
11:45 May 16
ଓଡିଶାରେ ଆଉ 65 କୋରୋନା ଆକ୍ରାନ୍ତ ଚିହ୍ନଟ
09:19 May 16
ଦେଶରେ କୋରୋନା ଆତଙ୍କ: 85 ହଜାର ଟପିଲା ଆକ୍ରାନ୍ତ ସଂଖ୍ୟା
ଦେଶରେ ଥମୁନାହିଁ କରୋନାର ଆତଙ୍କ । ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । କୋରୋନା ଯୋଗୁଁ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 103 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 3970ଟି ନୂଆ ମାମଲା ସାମ୍ନାକୁ ଆସିଛି । ଏହାକୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 85940ରେ ପହଞ୍ଚିଛି । ସେହିପରି କୋରୋନାରେ ବର୍ତ୍ତମାନସୁଦ୍ଧା ମୋଟ 2752 ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଅନ୍ୟପକ୍ଷେ ଦେଶରେ ସକ୍ରିୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 53035 ରହିଥିବା ବେଳେ 30153 ଜଣ ସୁସ୍ଥ ହୋଇସାରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।