ETV Bharat / bharat

ଲକଡାଉନ ମଧ୍ୟରେ ପୋଲିସ ଉପରକୁ ଗୁଳିମାଡ - ଗୁଳିମାଡ

ଲକଡାଉନ ବେଳେ ପଞ୍ଜାବ ଫରିଦକୋର୍ଟରେ ପୋଲିସକର୍ମୀଙ୍କ ଉପରକୁ ଗୁଳିମାଡ ହୋଇଥିବା ଘଟଣା ସାମ୍ନାକୁ ଆସିଛି ।

_firing
ଲକଡାଉନ ମଧ୍ୟରେ ପୋଲିସ ଉପରକୁ ଗୁଳିମାଡ
author img

By

Published : Apr 13, 2020, 4:10 PM IST

ଚଣ୍ଡୀଗଡ: ଲକଡାଉନ ମଧ୍ୟରେ ପୋଲିସ ଉପରକୁ ଗୁଳିମାଡ । ଲକଡାଉନ ବେଳେ ପଞ୍ଜାବ ଫରିଦକୋର୍ଟରେ ପୋଲିସକର୍ମୀଙ୍କ ଉପରକୁ ଗୁଳିମାଡ ହୋଇଥିବା ଘଟଣା ସାମ୍ନାକୁ ଆସିଛି ।

ତେବେ ଗୁଳି କିଏ ଚଳାଇଛି ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଏହା ପୂର୍ବରୁ ମଧ୍ୟ ପଟିୟାଲାରେ ଲକଡାଉନ ସମୟରେ ପୋଲିସକର୍ମୀଙ୍କ ଆକ୍ରମଣ କରାଯାଇଥିଲା । ଯେଉଁଥିରେ ଜଣେ ପୋଲିସକର୍ମୀଙ୍କ ହାତ କଟି ଯାଇଥିଲା ।

ପ୍ରକାଶ ଥାଉକି ପଞ୍ଜାବରେ ବର୍ତ୍ତମାନ ସୁଦ୍ଧା 151 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ 11 ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ପଞ୍ଜାବରେ ଲକଡାଉନ ଅବଧିକୁ ଏପ୍ରିଲ 30 ଯାଏଁ ବୃଦ୍ଧି କରାଯାଇଛି । ଏଥିସହ ଲକଡାଉନର ପାଳନ କରିବାକୁ ପଞ୍ଜାବ ସରକାର ଲୋକମାନଙ୍କୁ ଅନୁରୋଧ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.