ମଧ୍ୟପ୍ରଦେଶରେ ପୁଣି ଜଣେ କୋରୋନା ପୀଡିତଙ୍କର ମୃତ୍ୟୁ ହୋଇଛି । ଫଳରେ କୋରୋନା ପଜିଟିଭଙ୍କ ମୃତ୍ୟୁ ସଂଖ୍ୟା 16ରେ ପହଞ୍ଚିଛି ।
ମଧ୍ୟପ୍ରଦେଶରେ ପୁଣି ଜଣେ କୋରୋନା ପଜିଟିଭଙ୍କ ମୃତ୍ୟୁ, ମୃତ୍ୟୁ ସଂଖ୍ୟା 16କୁ ବୃଦ୍ଧି - corona live
17:27 April 06
ମଧ୍ୟପ୍ରଦେଶରେ ପୁଣି ଜଣେ କୋରୋନା ପଜିଟିଭଙ୍କ ମୃତ୍ୟୁ, ମୃତ୍ୟୁ ସଂଖ୍ୟା 16କୁ ବୃଦ୍ଧି
16:06 April 06
ରାଜସ୍ଥାନରେ 14ଟି ନୂଆ ପଜିଟିଭ, ମୋଟ ମାମଲା 288କୁ ବୃଦ୍ଧି
ରାଜସ୍ଥାନରେ ପୁଣି 14ଟି କୋରୋନା ପଜିଟିଭ ଚିହ୍ନଟ ହୋଇଛି । ଫଳରେ ରାଜ୍ୟର ମୋଟ କୋରୋନା ପଜିଟିଭ ସଂଖ୍ୟା 288କୁ ବୃଦ୍ଧି ପାଇଛି । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
15:59 April 06
କୋରୋନା ସତର୍କତା ଜାରି କଲା କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ ପ୍ରାଧିକରଣ
ଭୋପାଳ: ନ୍ୟୁୟର୍କର ବ୍ରୋନକ୍ସ ପ୍ରାଣୀ ଉଦ୍ୟାନରେ ଗୋଟିଏ ବାଘ ଠାରେ କୋରୋନା ଭାଇରସ ଭୂତାଣୁ ଚିହ୍ନଟ ପରେ କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ ପ୍ରାଧିକରଣ ଦେଶର ସମସ୍ତ ପ୍ରାଣୀ ଉଦ୍ୟାନକୁ ହାଇଆଲର୍ଟ ଜାରି କରିଛି ।
ସେଥିପାଇଁ ଜୀବମାନଙ୍କୁ ସିସିଟିଭିରେ ନଜରରେ ରଖିବା ସହ ସେମାନଙ୍କ ଶରୀରରେ ପରିବର୍ତ୍ତିତ ବିଭିନ୍ନ ଲକ୍ଷଣ ଗୁଡିକୁ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି ।
15:30 April 06
କର୍ଣ୍ଣାଟକରେ ପୁଣି 12ଟି ପଜିଟିଭ ମାମଲା, ମୋଟ ସଂଖ୍ୟା 163କୁ ବୃଦ୍ଧି
କର୍ଣ୍ଣାଟକରେ ପୁଣି 12ଟି COVID-19 ମାମଲା ରିପୋର୍ଟ ହୋଇଛି, ଫଳରେ ରାଜ୍ୟରେ ମୋଟ କୋରୋନା ପଜିଟିଭ ସଂଖ୍ୟା 163କୁ ବୃଦ୍ଧି ପାଇଛି । ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଯେଉଁଥିରେ 4 ଜଣ ମୃତ୍ୟୁ ହୋଇଥିବା ବେଳେ 18 ଜଣ ଡିସଚାର୍ଜ ହୋଇଛନ୍ତି।
12ଟି ନୂଆ କୋରୋନା ମାମଲା ମଧ୍ୟରୁ 3ଟି ଦିଲ୍ଲୀ ନିଜାମୁଦ୍ଦିନ ଯାତ୍ରା କରିବାର ସୂଚନା ରହିଛି |
09:46 April 06
ଦେଶରେ କୋରୋନା ପଜିଟିଭ ସଂଖ୍ୟା 4ହଜାର ଟପିଲା, ମୃତ୍ୟୁ ସଂଖ୍ୟା 109କୁ ବୃଦ୍ଧି
ନୂଆଦିଲ୍ଲୀ: ଦେଶରେ କୋରୋନା ପଜିଟିଭଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ଗତ 12 ଘଣ୍ଟା ମଧ୍ୟରେ 490ଟି କୋରୋନା ପଜିଟିଭ ପଜିଟିଭ ମାମଲା ଚିହ୍ନଟ ହୋଇଛି । ଫଳରେ ମୋଟ କୋରୋନା ପଜିଟିଭ ସଂଖ୍ୟା 4067କୁ ବୃଦ୍ଧି ପାଇଛି ।
ଦେଶରେ 3666 ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ 292ଜଣ ସୁସ୍ଥ ହୋଇଛନ୍ତି । ସେହିପରି 109 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି ।